ମୋଦିଙ୍କ ଭ୍ରଷ୍ଟାଚାର ସଂପର୍କିତ ପ୍ରମାଣ ମୋ ପାଖରେ ରହିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟାର୍ଗେଟ୍‌ କରିଛନ୍ତି। ମୋଦିଙ୍କ ବ୍ୟକ୍ତିଗତ ଦୁର୍ନୀତି ସଂପର୍କିତ ତଥ୍ୟ ତାଙ୍କ ପାଖରେ ଥିବା ରାହୁଲ କହିଛନ୍ତି। ତେବେ ଲୋକସଭାରେ ତାଙ୍କର ମତ ଉପସ୍ଥାପନ କରିବାରେ ସୁଯୋଗ ଦିଆଯାଇ ନଥିବା ସମସ୍ତ କଥା ସେ ୧୬ଟି ବିରୋଧୀ ଦଳଙ୍କ ପକ୍ଷରୁ ଆୟୋଜିତ ମିଳିତ ପ୍ରେସ୍‌ମିଟ୍‌ରେ କହିଛନ୍ତି। ମୋଦିଙ୍କ ଭ୍ରଷ୍ଟାଚାର ସଂପର୍କିତ ପ୍ରମାଣ ତାଙ୍କ ନିକଟରେ ଥିବା କାରଣରୁ ପ୍ରଧାମନ୍ତ୍ରୀ ଭୟଭୀତ ବୋଲି ସେ କହିଛନ୍ତି। ଅନ୍ୟପଟେ ପାର୍ଲାମେଣ୍ଟରେ […]

rahul-gandhi

rahul-gandhi

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 04:13 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟାର୍ଗେଟ୍‌ କରିଛନ୍ତି। ମୋଦିଙ୍କ ବ୍ୟକ୍ତିଗତ ଦୁର୍ନୀତି ସଂପର୍କିତ ତଥ୍ୟ ତାଙ୍କ ପାଖରେ ଥିବା ରାହୁଲ କହିଛନ୍ତି।

ତେବେ ଲୋକସଭାରେ ତାଙ୍କର ମତ ଉପସ୍ଥାପନ କରିବାରେ ସୁଯୋଗ ଦିଆଯାଇ ନଥିବା ସମସ୍ତ କଥା ସେ ୧୬ଟି ବିରୋଧୀ ଦଳଙ୍କ ପକ୍ଷରୁ ଆୟୋଜିତ ମିଳିତ ପ୍ରେସ୍‌ମିଟ୍‌ରେ କହିଛନ୍ତି। ମୋଦିଙ୍କ ଭ୍ରଷ୍ଟାଚାର ସଂପର୍କିତ ପ୍ରମାଣ ତାଙ୍କ ନିକଟରେ ଥିବା କାରଣରୁ ପ୍ରଧାମନ୍ତ୍ରୀ ଭୟଭୀତ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାର୍ଲାମେଣ୍ଟରେ ଅଚଳାବସ୍ଥା ଜାରି ରହିଛି। ବିମୁଦ୍ରାକରଣ ଓ ଅରୁଣାଚଳ ପ୍ରଦେଶ ହାଇଡ୍ରୋ ପ୍ରୋଜେକ୍ଟ ସ୍କାମରରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସଂପୃକ୍ତି ନେଇ ଆଜି ବିରୋଧୀ ଗୃହରେ ହଟ୍ଟଗୋଳ କରିଥିଲେ। ଏହି କାରଣରୁ ଲୋକସଭା ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story