ତେଜିଲା ‘ରାଜଧର୍ମ’ ରାଜନୀତି: ‘ବାଜେପୟୀଙ୍କୁ ମାନିନ ଆମ କଥା କେମିତି ମାନିବ’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଦୀ ସରକାର ରାଜଧର୍ମ ପାଳନ କରିବା ଦରକାର। କଂଗ୍ରେସ ରାଷ୍ଟ୍ରପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ପରାମର୍ଶ ଦେଇଥିଲା। ଏହାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ସରକାରରେ ଥିବା ବେଳେ କିଏ କେତେ ରାଜଧର୍ମ ପାଳନ କରିଛନ୍ତି ସେ ବାବଗରେ ଗୋହି ଖୋଳୁଛନ୍ତି। ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାଜଧର୍ମ ନାମରେ କଂଗ୍ରେସ କିଭଳି ଲୋକଙ୍କୁ ଉସକାଉଛି […]

kapil sibal ravi shankar

kapil sibal ravi shankar

Subhransu Sekhar
  • Published: Saturday, 29 February 2020
  • Updated: 29 February 2020, 01:14 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଦୀ ସରକାର ରାଜଧର୍ମ ପାଳନ କରିବା ଦରକାର। କଂଗ୍ରେସ ରାଷ୍ଟ୍ରପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ପରାମର୍ଶ ଦେଇଥିଲା। ଏହାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦଳ ସରକାରରେ ଥିବା ବେଳେ କିଏ କେତେ ରାଜଧର୍ମ ପାଳନ କରିଛନ୍ତି ସେ ବାବଗରେ ଗୋହି ଖୋଳୁଛନ୍ତି। ଶୁକ୍ରବାର କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାଜଧର୍ମ ନାମରେ କଂଗ୍ରେସ କିଭଳି ଲୋକଙ୍କୁ ଉସକାଉଛି ସେ ବାବଦରେ କହିଥିଲେ। ଏବେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ଶିବଲ ବିଜେପି ଉପରେ ପାଲଟା ପ୍ରଶ୍ନ କରିଛନ୍ତି।

କପିଲ ଶିବଲ ଶନିବାର ଟୁଇଟ୍ କରି ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କହିଛନ୍ତି, ‘ଦୟାକରି ଆମକୁ ରାଜଧର୍ମ ପାଳନ କରିବା କଥା ଶିଖାନ୍ତୁନି। ଆବଶ୍ୟକ ପଡ଼ିଲେ ଆମେ ରାଜଧର୍ମ ଆପଣଙ୍କୁ ଶିଖାଇ ପାରିବୁ। ଗୁଜରାଟ ଦଙ୍ଗା ବେଳେ ଆପଣମାନେ ବାଜପେୟୀଙ୍କ ରାଜଧର୍ମ କଥା ଶୁଣିନଥିଲେ। ତେଣୁ ଆପଣମାନେ ଆମ କଥା କାହିଁକି ଶୁଣିବେ। ଶୁଣିବା, ଶିଖିବା ଏବଂ ରାଜଧର୍ମ ପାଳନ କରିବା ଆପଣଙ୍କ ସରକାରର ଉଦ୍ଦେଶ୍ୟ ନୁହେଁ’।

https://twitter.com/KapilSibal/status/1233598224910258176

୨୦୦୨ରେ ଗୁଜରାଟ ଦଙ୍ଗା ହୋଇଥିଲା। ସେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦଙ୍ଗାକୁ ନିୟନ୍ତ୍ରଣ କରିବାକୁ ଯାଇ ରାଜଧର୍ମ ପାଳନ କରିବାକୁ ଗୁଜରାଟ ସରକାରକୁ କହିଥିଲେ ବାଜପେୟୀ। ବାଜପେୟୀଙ୍କ ଏହି କଥାକୁ ଉଦ୍ଧାର କରି ଏବେ କପିଲ ଶିବଲ ମୋଦୀ ସରକାରକୁ ଘେରିଛନ୍ତି।

କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତଥା ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ଆମକୁ ରାଜଧର୍ମ ମନ୍ତବ୍ୟ ପାଳନ ପାଇଁ ଚେତାବନୀ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ନିଜ ମନ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ ବୋଲି ଆଜି ଆଇନ୍ ମନ୍ତ୍ରୀ କହିଛନ୍ତି।

ଦିଲ୍ଲୀ ହିଂସାକୁ ନେଇ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍ ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ। ଦିଲ୍ଲୀ ହିଂସାରେ ଅନେକଙ୍କ ମୃତ୍ୟୁ ଘଟିଛି। ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ବହିଷ୍କାର କରିବା ଉଚିତ୍। ରାଜଧାନୀରେ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିବା ବେଳେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ କୁହାଯିବା ଉଚିତ୍ ବୋଲି ରାଷ୍ଟ୍ରପତିଙ୍କୁ କହିଥିଲା ପ୍ରତିନିଧି ଦଳ।

ଏହାପରେ ଶୁକ୍ରବାର ରବି ଶଙ୍କର ପ୍ରସାଦ ରାଜଧର୍ମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ। କଂଗ୍ରେସ କ୍ଷମତାରେ ଥିବା ବେଳେ ଗୋଟିଏ କଥା କହୁଛି ବିରୋଧୀ ଆସନରେ ବସି ଆଉ ଏକ କଥା କହୁଛି ଏହା କେମିତିକା ରାଜଧର୍ମ ବୋଲି ରବି ଶଙ୍କର ପ୍ରସାଦ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story