ରାଜସ୍ଥାନ: ଦେଶ ବିରୋଧୀ ନାରା ଦେଇ ମେୱାର ବିଶ୍ୱବିଦ୍ୟାଳୟରୁ ୧୬ ଛାତ୍ର ନିଲମ୍ବିତ

ଜୟପୁର: ଦେଶ ବିରୋଧୀ ନାରା ଦେଇ ରାଜସ୍ଥାନର ଚିତ୍ତୋଡ଼ଗଡ଼ସ୍ଥିତ ମେୱାର ବିଶ୍ୱବିଦ୍ୟାଳୟରୁ ୧୬ ଜଣ କାଶ୍ମୀରୀ ଛାତ୍ର ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରେ ଏହି ଛାତ୍ରମାନେ ଦେଶ ବିରୋଧୀ ନାରା ଦେଇଥିଲେ। ଏଥିରେ ଆଉ କିଛି ଛାତ୍ର ଉତ୍ତେଜିତ ହୋଇଯାଇଥଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୧୬ […]

mewar-university

mewar-university

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 08:31 AM IST

Sports

Latest News

ଜୟପୁର: ଦେଶ ବିରୋଧୀ ନାରା ଦେଇ ରାଜସ୍ଥାନର ଚିତ୍ତୋଡ଼ଗଡ଼ସ୍ଥିତ ମେୱାର ବିଶ୍ୱବିଦ୍ୟାଳୟରୁ ୧୬ ଜଣ କାଶ୍ମୀରୀ ଛାତ୍ର ନିଲମ୍ବିତ ହୋଇଛନ୍ତି। ସେମାନଙ୍କୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିବା ପରେ ଏହି ଛାତ୍ରମାନେ ଦେଶ ବିରୋଧୀ ନାରା ଦେଇଥିଲେ। ଏଥିରେ ଆଉ କିଛି ଛାତ୍ର ଉତ୍ତେଜିତ ହୋଇଯାଇଥଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୧୬ ଜଣ ଛାତ୍ରଙ୍କୁ ଗିରଫ କରିଥିଲା। ପୋଲିସ୍ ସେମାନଙ୍କୁ କୋର୍ଟରେ ହାଜର କରିବା ପରେ ଜେଲ୍‌କୁ ପଠାଇ ଦେଇଥିଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରି ୧୬ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ଏହି ଛାତ୍ରମାନେ ନିଲମ୍ବନ ଅବଧି ପର୍ଯ୍ୟନ୍ତ ହଷ୍ଟେଲ୍‌ରେ ମଧ୍ୟ ରହିପାରିବେ ନାହିଁ। ଏପ୍ରିଲ୍ ୨୫ ତାରିଖ ପରେ ସେମାନେ ନିଜ ଅଭିଭାବକମାନଙ୍କ ସହିତ ବିଶ୍ୱବିଦ୍ୟାଳୟରେ ହାଜର ହେବେ ଓ ଲିଖିତ ଭାବେ ସେମାନଙ୍କ ପକ୍ଷ ରଖିବେ। ସେମାନଙ୍କ ପକ୍ଷକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ଫଇସଲା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story