ରାଜ୍ୟସଭାରେ କଳ୍ପତରୁଙ୍କୁ ଶ୍ରଦ୍ଧାଞ୍ଜଳି, ଗୃହ ମୁଲତବି

ନୂଆଦିଲ୍ଲୀ: ରାଜ୍ୟସଭାରେ ଦିବଗଂତ ସାଂସଦ କଳ୍ପତରୁ ଦାସଙ୍କୁ  ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଳ୍ପତରୁଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପଢିଥିଲେ ଅଧ୍ୟକ୍ଷ ହମିଦ୍ ଅନସାରୀ। ତାଙ୍କ ସହ ଆଉ ଦୁଇ ଜଣ ସଦସ୍ୟଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଥିଲା।

rajyasabha

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 06:33 AM IST

Related story