ଧରା ପଡ଼ିଲା ରାମ ରହିମଙ୍କ ଖାସ୍‌ ଲୋକ ଦିଲାୱର; ୩ କମାଣ୍ଡୋ ମଧ୍ୟ ଗିରଫ

ଚଣ୍ଡିଗଡ଼: ଦୁଇ ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରି ଜେଲରେ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ଓ ତାଙ୍କ ଧରମ ଝିଅ ହନିପ୍ରୀତଙ୍କ ଡାହାଣ ହାତ କୁହାଯାଉଥିବା ଦିଲାୱର ଇନ୍‌ସାନ୍‌ଙ୍କୁ ଗତକାଲି ପୋଲିସ୍‌  ଗିରଫ କରିଛି। ସେ ହେଉଛି ପଞ୍ଚକୁଲା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ। ହନିପ୍ରୀତ କେଉଁଠି ଅଛି ସେ ମଧ୍ୟ ଜାଣିଛି। ଏହାସହ ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ପରେ ତାଙ୍କୁ ସେଠାରୁ ଫେରାର କରାଇବା ପାଇଁ ଦିଲାୱର ଷଡ଼ଯନ୍ତ୍ର […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 08:29 AM IST

Sports

Latest News

ଚଣ୍ଡିଗଡ଼: ଦୁଇ ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରି ଜେଲରେ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ୍‌ ରାମ ରହିମ ଓ ତାଙ୍କ ଧରମ ଝିଅ ହନିପ୍ରୀତଙ୍କ ଡାହାଣ ହାତ କୁହାଯାଉଥିବା ଦିଲାୱର ଇନ୍‌ସାନ୍‌ଙ୍କୁ ଗତକାଲି ପୋଲିସ୍‌  ଗିରଫ କରିଛି। ସେ ହେଉଛି ପଞ୍ଚକୁଲା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ। ହନିପ୍ରୀତ କେଉଁଠି ଅଛି ସେ ମଧ୍ୟ ଜାଣିଛି। ଏହାସହ ରାମ ରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ ପରେ ତାଙ୍କୁ ସେଠାରୁ ଫେରାର କରାଇବା ପାଇଁ ଦିଲାୱର ଷଡ଼ଯନ୍ତ୍ର ରଚିଥିଲା।

କୋର୍ଟ ପରିସରରୁ ରାମ ରହିମଙ୍କୁ ଫେରାର କରାଇ ନେବା ପାଇଁ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ତିନି ଜଣ କମାଣ୍ଡୋଙ୍କୁ ଗିରଫ କରିଛି। ସେମାନଙ୍କୁ ପଞ୍ଚକୁଲାରୁ ଗିରଫ କରାଯାଇଛି। ଏସ୍‌ଆଇଟି ଏହି ତିନି ଜଣ ଅଭିଯୁକ୍ତଙ୍କ ପାଖକୁ  ପ୍ରଥମେ ନୋଟିସ୍‌ ପଠାଇଥିଲା। ପରେ ତାଙ୍କୁ ପଚରାଉଚରା କରି ଗିରଫ କରିଥିଲା। ଏହି ଅଭିଯୁକ୍ତମାନେ ହେଲେ କନଷ୍ଟେବଳ ରାଜେଶ, ମୁଖ୍ୟ କନଷ୍ଟେବଳ ଅମିତ ଓ ରାଜେଶ। ଏହି ତିନି ଅଭିଯୁକ୍ତଙ୍କ ନାଁରେ ଦେଶଦ୍ରୋହ ମାମଲା ଚାଲିବ। ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା ପୋଲିସ୍ ସନ୍ଦେହ କରୁଛି।

ହନିପ୍ରୀତ ଏବେବି ଫେରାର ରହିଛି। ତାଙ୍କୁ ପୋଲିସ୍ ସାରା ଦେଶରେ ଖୋଜୁଛି। ସେ ନେପାଳ ଚାଲି ଯାଇ ପାରିଥାଆନ୍ତି ବୋଲି କୁହାଯାଉଛି। ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ୟ ଜାରି ହୋଇଛି। ଦିଲାୱର ପାଖରେ ହନିପ୍ରୀତଙ୍କ ସଂପର୍କରେ ସୂଚନା ଥାଇପାରେ ବୋଲି ଏସ୍‌ଆଇଟି ଆଶା ରଖିଛି।

ଆହୁରି ପଢ଼ନ୍ତୁ- ଖୋଲିଲା ରାମ ରହିମଙ୍କ ଆଉ ଏକ ଗୁମର, ଡେରାରେ ରଖିଥିଲେ ‘ବିଷକନ୍ୟା’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story