ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାମ ବିଲାଶ ପାଶ୍ୱାନଙ୍କ ଶେଷକୃତ୍ୟ ସରିଲା

ପାଟନା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କେନ୍ଦ୍ର ମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କ ଶେଷକୃତ୍ୟ ଆଜି ଶେଷ ହୋଇଛି। ପାଟନାର ଜରାଦନ ଘାଟରେ ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ପାଶ୍ୱାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାମ ବିଲାଶଙ୍କ ପୁଅ ଚିରାଗ ପାଶ୍ୱାନ ଅନ୍ତେଷ୍ଟୀକ୍ରିୟା କରିବା ସହ ମୁଖାଗ୍ନି ଦେଇଥିଲେ। ଏଥିସହ ଗୋଟିଏ ଯୁଗର ଅନ୍ତ ଘଟିଛି। ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଥିବା ରାମ ବିଲାଶ ଗୁରୁବାର ୭୪ ବର୍ଷ […]

df

df

Hemant Lenka
  • Published: Saturday, 10 October 2020
  • Updated: 10 October 2020, 07:01 PM IST

Sports

Latest News

ପାଟନା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କେନ୍ଦ୍ର ମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କ ଶେଷକୃତ୍ୟ ଆଜି ଶେଷ ହୋଇଛି। ପାଟନାର ଜରାଦନ ଘାଟରେ ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶ୍ରୀ ପାଶ୍ୱାନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାମ ବିଲାଶଙ୍କ ପୁଅ ଚିରାଗ ପାଶ୍ୱାନ ଅନ୍ତେଷ୍ଟୀକ୍ରିୟା କରିବା ସହ ମୁଖାଗ୍ନି ଦେଇଥିଲେ।

ଏଥିସହ ଗୋଟିଏ ଯୁଗର ଅନ୍ତ ଘଟିଛି। ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ରାଜନୀତିରେ ରହିଥିବା ରାମ ବିଲାଶ ଗୁରୁବାର ୭୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଦିଲ୍ଲୀର ଏକ ହସ୍ପିଟାଲରେ ସେ ହାର୍ଟ ସର୍ଜରୀ କରିବା ପରେ ସେଠାରେ ଚିକିତ୍ସିତ ହେଉଥିଲେ। ହେଲେ ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିଲା।

ଆଜି ରାମ ବିଲାଶ ପାଶ୍ୱାନଙ୍କ ଅନ୍ତିମ ଯାତ୍ରାରେ ଶହଶହ ଲୋକ ଉପସ୍ଥିତ ରହିଥିଲେ। ଅନ୍ତିମ ସଂସ୍କାର କରାଯାଉଥିବା ଘାଟରେ ସମସ୍ତେ ଉପସ୍ଥିତ ରହି ନିଜ ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିଥିଲେ। ସାଧାରଣ ଲୋକଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ଓ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story