ମହା ଜନାଦେଶ ନୁହେଁ, କେବଳ ଜନାଦେଶ: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଆସିବାର ଗୋଟିଲ ଦିନ ପରେ ବିଜେପିକୁ ସମାଲୋଚନା କରିଛି ଶିବସେନା। ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଶିବସେନା ପକ୍ଷରୁ କୁହାଯାଇଛି, କ୍ଷମତାକୁ ନେଇ ଅହଂକାର ଦେଖାଉଥିବା ଲୋକଙ୍କ ପାଇଁ ଏପରି ଫଳ ମିଳିଛି। ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ କୁହାଯାଇଛି, ଏହି ଜନାଦେଶ ପ୍ରମାଣିତ କରିଛି ନିର୍ବାଚନ ବିରୋଧୀ ଦଳଙ୍କୁ ଭାଗ ଭାଗ କରି ଜିତାଯାଏନି। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ଏନ୍‌ସିପି ନିଜ ଭୋଟ୍‌ରେ ଉନ୍ନତି ଆଣିଥିବା […]

sivsena

sivsena

Subrat Kumar Nayak
  • Published: Friday, 25 October 2019
  • Updated: 25 October 2019, 05:46 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଆସିବାର ଗୋଟିଲ ଦିନ ପରେ ବିଜେପିକୁ ସମାଲୋଚନା କରିଛି ଶିବସେନା। ଏନ୍‌ଡିଏର ଅନ୍ୟତମ ସହଯୋଗୀ ଦଳ ଶିବସେନା ପକ୍ଷରୁ କୁହାଯାଇଛି, କ୍ଷମତାକୁ ନେଇ ଅହଂକାର ଦେଖାଉଥିବା ଲୋକଙ୍କ ପାଇଁ ଏପରି ଫଳ ମିଳିଛି।

ଶିବସେନାର ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ କୁହାଯାଇଛି, ଏହି ଜନାଦେଶ ପ୍ରମାଣିତ କରିଛି ନିର୍ବାଚନ ବିରୋଧୀ ଦଳଙ୍କୁ ଭାଗ ଭାଗ କରି ଜିତାଯାଏନି। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ଏନ୍‌ସିପି ନିଜ ଭୋଟ୍‌ରେ ଉନ୍ନତି ଆଣିଥିବା ଏହି ନିର୍ବାଚନର ଅନୁଶୀଳନ ଏହି ସମ୍ପାଦକୀୟରେ ରହିଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି, “ବିଜେପି ଏନ୍‌ସିପିକୁ ଏପରି ଭାବେ ଭାଙ୍ଗିଦେଇଥିଲା ଯେ ଲୋକେ ଭାବୁଥିଲେ ଏହି ଦଳ ଆଉ ଉଠିବନି। କିନ୍ତୁ ଏହି ଦଳ ୫୦ରୁ ଅଧିକ ଆସନ ପାଇଲା। ଏହା ପ୍ରମାଣିତ କରିଛି କ୍ଷମତାର ଅହଂକାର ଦେଖାଇବା ଠିକ୍‌ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story