କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହାରି ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବା ହାର କମୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ବୁଧବାର ପାଖରୁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଘୋଷଣା କରିଛନ୍ତି। ଯଦିଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ପ୍ରତିଦିନ ମୃତ୍ୟୁ ହେଉଛି। ହେଲେ ଏସବୁର ହାର […]

MHF

MHF

Subhransu Sekhar
  • Published: Thursday, 26 March 2020
  • Updated: 26 March 2020, 07:35 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍ ରହିଛି। ଏହାରି ଭିତରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବା ହାର କମୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ବୁଧବାର ପାଖରୁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଘୋଷଣା କରିଛନ୍ତି।

ଯଦିଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ପ୍ରତିଦିନ ମୃତ୍ୟୁ ହେଉଛି। ହେଲେ ଏସବୁର ହାର ପୂର୍ବ ଦିନ ତୁଳନାରେ କମିଛି ବୋଲି ଯଗ୍ମ ସ୍ୱାସ୍ଥ୍ୟ ସଚିବ ଲାଭ ଅଗ୍ରଓ୍ୱାଲ ଗଣମାଧ୍ୟମକୁ କହିଛନ୍ତି।
ଯଦି କେନ୍ଦ୍ର ସରକାରଙ୍କ ଲକ୍‌ଡାଉନ୍ ନିୟମ ଆଗାମୀ ଦିନରେ ସାରା ଦେଶରେ କଡ଼ାକଡ଼ି ରହିବ ତା’ହେଲେ ଦେଶବାସୀ କରୋନା ସହିତ ମୁକାବିଲା କରିବାରେ ସଫଳ ହେବେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁବାର ଦେଇଥିବା ତଥ୍ୟ ଅନୁଯାୟୀ, ଗୁରୁବାର ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ଗୋଟିଏ ଦିନରେ ସର୍ବାଧିକ। ହେଲେ ଲୋକମାନେ ଯଦି ଘରେ ରହିବେ ତା’ହେଲେ ଏହି ସଂଖ୍ୟା ଆଗାମୀ ଦିନରେ ଆହୁରି କମିଯିବ ବୋଲି ଯଗ୍ମ ସ୍ୱାସ୍ଥ୍ୟ ସଚିବ ଲାଭ ଅଗ୍ରଓ୍ୱାଲ କହିଛନ୍ତି।

ସେହିପରି ଦେଶରେ ଏଯାବତ କୌଣସି ଗୋଟିଏ ବର୍ଗ ବା କମ୍ୟୁନିଟି ସଂକ୍ରମଣ ଦେଖିବାକୁ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଡକ୍ଟର ରମଣ ଗଙ୍ଗାଖେଡକର କହିଛନ୍ତି। ଏଥିପାଇଁ ତୃଣମୂଳ ସ୍ତରରେ ସ୍ଥାନୀୟ ପ୍ରଶାସନ ସହିତ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଗାଯୋଗରେ ଅଛି ବୋଲି ଆଇସିଏମଆର କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story