ସିବିଆଇ ପରେ ଆର୍‌ବିଆଇରେ ହଙ୍ଗାମା: କର୍ମଚାରୀ କହିଲେ- ସ୍ୱାୟତ୍ତତା ରହିବାକୁ ଦିଅ

ନୂଆଦିଲ୍ଲୀ: ସିବିଆଇରେ ଲାଗି ରହିଥିବା ବିବାଦୀୟ ସ୍ଥିତିକୁ ନେଇ କେନ୍ଦ୍ର ସରକାର ନାକେଦମ ହେଉଛନ୍ତି। ଏପରି ସ୍ଥିତିରେ ଆଉ ଏକ କେନ୍ଦ୍ରୀୟ ସଂସ୍ଥାରେ ଉଠିଛି ବିରୋଧର ସ୍ୱର। ଆରବିଆଇରୁ ଆସିଛି ଏମିତି କିଛି ଖବର। ଯାହା କେନ୍ଦ୍ର ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିବାକୁ ଯାଉଛି। କେନ୍ଦ୍ର ସରକାରୀ ରିଜର୍ଭ ବ୍ୟାଙ୍କର କାମରେ ହସ୍ତକ୍ଷେପ କରୁଛନ୍ତି ବୋଲି ଆରବିଆଇର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଏହା ଶୀଘ୍ର ବନ୍ଦ ନହେଲେ ଏହାର କୁପରିଣାମ ଭୋବିବାକୁ ଚେତାବନୀ […]

rbi

rbi

Rakesh Mallick
  • Published: Tuesday, 30 October 2018
  • Updated: 30 October 2018, 11:52 AM IST

Sports

Latest News

ନୂଆଦିଲ୍ଲୀ: ସିବିଆଇରେ ଲାଗି ରହିଥିବା ବିବାଦୀୟ ସ୍ଥିତିକୁ ନେଇ କେନ୍ଦ୍ର ସରକାର ନାକେଦମ ହେଉଛନ୍ତି। ଏପରି ସ୍ଥିତିରେ ଆଉ ଏକ କେନ୍ଦ୍ରୀୟ ସଂସ୍ଥାରେ ଉଠିଛି ବିରୋଧର ସ୍ୱର। ଆରବିଆଇରୁ ଆସିଛି ଏମିତି କିଛି ଖବର। ଯାହା କେନ୍ଦ୍ର ସରକାରଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିବାକୁ ଯାଉଛି।

କେନ୍ଦ୍ର ସରକାରୀ ରିଜର୍ଭ ବ୍ୟାଙ୍କର କାମରେ ହସ୍ତକ୍ଷେପ କରୁଛନ୍ତି ବୋଲି ଆରବିଆଇର ବରିଷ୍ଠ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ଏହା ଶୀଘ୍ର ବନ୍ଦ ନହେଲେ ଏହାର କୁପରିଣାମ ଭୋବିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

rbiଏହାବାଦ ଆରବିଆଇ ବ୍ୟାଙ୍କ କର୍ମଚାରୀ ୟୁନିୟନ ପକ୍ଷରୁ ଚିଠି ଲେଖାଯାଇ, ସରକାରଙ୍କ ଦ୍ୱାରା ବ୍ୟାଙ୍କର ସ୍ୱାୟତ୍ତତା ପ୍ରତି ବିପଦ ସୃଷ୍ଟି କରାଯାଉଛି ବୋଲି କୁହାଯାଇଛି।

ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସୋମବାର ରାହୁଲ କହିଛନ୍ତି, “ଦେଖିକି ଖୁସି ଲାଗୁଛି, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଅର୍ଜିତ ପଟେଲ୍‌ କେନ୍ଦ୍ରୀୟ ବ୍ୟାଙ୍କଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ରକ୍ଷା କରୁଛନ୍ତି। ଭାଜପା-ଆରଏସ୍‌ଏସ୍‌କୁ ସଂସ୍ଥାଗୁଡିକୁ ନିଜ ଅଧୀନକୁ ନେବାକୁ ଦେଶ ଦେବନାହିଁ।

ପଟେଲ୍‌ ଓ ଟିମ୍‌ ମୋଦି ଖବର ଆସିବା ପରେ ରାହୁଲ କହିଛନ୍ତି, “ଆରବିଆଇକୁ ବଞ୍ଚାଇବାକୁ ଗଭର୍ଣ୍ଣର ବାହାରିବାରେ ବିଶେଷ ଡେରି ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story