ବାୟୁସେନା ମୁଖ୍ୟଙ୍କ ବଡ଼ ବୟାନ: ଚାଇନା ଉପରେ ଏୟାର ଷ୍ଟ୍ରାଇକ କରିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆଜି ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଇନା ଉପରେ ଏୟାର ଷ୍ଟ୍ରାଇକ କରିବାକୁ ଭାରତ ପ୍ରସ୍ତୁତ ଓ ସକ୍ଷମ। କିନ୍ତୁ ବର୍ତ୍ତମାନ ସୀମା ବିବାଦ ସ୍ଥିତିକୁ ବିଚାରକୁ ନେଲେ ଭାରତ କେବେ ହେଲେ ଏୟାର ଷ୍ଟ୍ରାଇକ କରିବାକୁ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହିଁ। ଭାରତ ଓ ଚାଇନା ମଧ୍ୟରେ ଜୁନ୍ ମାସରୁ ସୀମା ବିବାଦ ଲାଗି […]

dv

dv

Hemant Lenka
  • Published: Monday, 05 October 2020
  • Updated: 05 October 2020, 09:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆଜି ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଚାଇନା ଉପରେ ଏୟାର ଷ୍ଟ୍ରାଇକ କରିବାକୁ ଭାରତ ପ୍ରସ୍ତୁତ ଓ ସକ୍ଷମ। କିନ୍ତୁ ବର୍ତ୍ତମାନ ସୀମା ବିବାଦ ସ୍ଥିତିକୁ ବିଚାରକୁ ନେଲେ ଭାରତ କେବେ ହେଲେ ଏୟାର ଷ୍ଟ୍ରାଇକ କରିବାକୁ କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହିଁ।

ଭାରତ ଓ ଚାଇନା ମଧ୍ୟରେ ଜୁନ୍ ମାସରୁ ସୀମା ବିବାଦ ଲାଗି ରହିଛି। ଏସବୁ ଭିତରେ ବାୟୁସେନା ମୁଖ୍ୟ କହିଛନ୍ତି, ବାୟୁସେନାରେ ରାଫେଲ ଯୁଦ୍ଧ ବିମାନ ସାମିଲ ହେବା ପରେ ଏହା ଶତ୍ରୁପକ୍ଷ ତୁଳନାରେ ଭାରତର ଶକ୍ତିକୁ ବଢ଼ାଇ ଦେଇଛି। ରାଫେଲ ଦ୍ୱାରା ଆମେ ଅଧିକ ତ୍ୱରିତ ଓ ଗଭୀର ଭାବେ ଶତ୍ରୁ ପକ୍ଷ ଉପରେ ଆଟାକ କରିପାରିବୁ।

ଆସନ୍ତା ୫ ବର୍ଷ ମଧ୍ୟରେ ୮୩ଟି ଏଲସିଏ ତେଜାସ ମାର୍କ ୧ଏ ସହ ଏଚଟିଟି ୪୦ ଟ୍ରେନର ଯୁଦ୍ଧ ବିମାନ ଓ ହାଲୁକା ଯୁଦ୍ଧ ହେଲିକପ୍ଟର ବାୟୁସେନାରେ ସାମିଲ କରିବୁ। ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ନୂଆଦିଲ୍ଲୀ କେବେ ହେଲେ ଏୟାର ଷ୍ଟ୍ରାଇକ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇନାହିଁ। କିନ୍ତୁ ଚାଇନା ଉପରେ ଏୟାର ଷ୍ଟ୍ରାଇକ କରିବାକୁ ଆମେ ପ୍ରସ୍ତୁତ ଓ ସକ୍ଷମ। ସମ୍ମୁଖ ଭାଗ ଯୁଦ୍ଧ ପାଇଁ ବାୟୁସେନା ସର୍ବଦା ସତର୍କ ହୋଇ ରହିଛି।

ମେ’ ମାସ ଠାରୁ ଚାଇନା ଲଦାଖରେ ତା’ର କାର୍ଯ୍ୟକ୍ରମ ଜାରି ରଖିଛି। ଏହା ଜଣାପଡ଼ିବା ପରେ ସ୍ଥଳ ସେନା ଓ ବାୟୁସେନା ଏହାର ଉଚିତ ମୁକାବିଲା କରିଥିଲେ। ପାକିସ୍ତାନ ଓ ଚାଇନା ମିଳିତ ଭାବେ ବଡ଼ଧରଣର ଆକ୍ରମଣାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଚାଇନା ଉପରେ ପାକିସ୍ତାନ ବିଭିନ୍ନ କାରଣ ପାଇଁ ନିର୍ଭର କରି ରହିଛି। ଆମେ ବିଭିନ୍ନ ସ୍ଥାନରେ ସେନା ମୁତୟନ କରିଛୁ। ଆମେ ସବୁ ସ୍ଥିତିର ମୁକାବିଲା କରିପାରିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story