କରୋନା ମାଡ଼ରେ ୩.୨% ହ୍ରାସ ପାଇବ ବିଶ୍ୱ ଅର୍ଥନୀତି!

ୱାଶିଂଟନ: ମହାମାରୀ କରୋନା ଯୋଗୁ କେବଳ ଯେ ଜୀବନ ଯାଉଛି ତାହା ନୁହେଁ, ବରଂ ବିଶ୍ୱର ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଏକ ପ୍ରକାରର ତାଲା ପଡ଼ିଛି। କାରବାର ଠାରୁ ଆରମ୍ଭ କରି ଯାତାୟାତ ଯାଏ ସବୁକିଛି ଠପ। ତେଣୁ ଅର୍ଥନୀତି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଜାତିସଂଘର ଆକଳନ ଅନୁଯାୟୀ, କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ପ୍ରାୟ ୩.୨% ହ୍ରାସ ପାଇବ। ଏହାର ପ୍ରଭାବ ଲୋକଙ୍କ […]

ny

ny

Hemant Lenka
  • Published: Thursday, 14 May 2020
  • Updated: 14 May 2020, 12:25 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଯୋଗୁ କେବଳ ଯେ ଜୀବନ ଯାଉଛି ତାହା ନୁହେଁ, ବରଂ ବିଶ୍ୱର ଅର୍ଥନୀତି ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି। କରୋନା ଯୋଗୁ ସମଗ୍ର ବିଶ୍ୱରେ ଏକ ପ୍ରକାରର ତାଲା ପଡ଼ିଛି। କାରବାର ଠାରୁ ଆରମ୍ଭ କରି ଯାତାୟାତ ଯାଏ ସବୁକିଛି ଠପ। ତେଣୁ ଅର୍ଥନୀତି ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି।

ଜାତିସଂଘର ଆକଳନ ଅନୁଯାୟୀ, କରୋନା ମାଡ଼ରେ ବିଶ୍ୱ ଅର୍ଥନୀତି ପ୍ରାୟ ୩.୨% ହ୍ରାସ ପାଇବ। ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ନିଯୁକ୍ତି କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବ। କୋଟି କୋଟି ଲୋକ ଚାକିରି ହରାଇବେ ବୋଲି ଜାତିସଂଘ ପୂର୍ବାନୁମାନ କରିଛି।

ଜାତିସଂଘର ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟରେ କୁହାଯାଇଛି ଯେ କରୋନା ଯୋଗୁ ବିଶ୍ୱ ଅର୍ଥନୀତିକୁ ପ୍ରାୟ ୮.୫ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିବ। ଆଗାମୀ ଦୁଇ ବର୍ଷ ଯାଏ ଏଭଳି ଅର୍ଥନୀତିକ ସଙ୍କଟ ଦେଖାଯିବ। ଦୀର୍ଘ ୪ ବର୍ଷ ମଧ୍ୟରେ ଅର୍ଥନୀତିକୁ ସୁଧାରିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ହୋଇଥିଲା, କରୋନା ଭାଇରସ ସବୁ କିଛି ବିଗାଡ଼ି ଦେଇଛି। ଏବେ ୨ ବର୍ଷ ଯାଏ ବିଶ୍ୱ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ।

ରିପୋର୍ଟରେ କୁହାଯାଇଛି ଯେ ଯଦି କରୋନା ବିଭିନ୍ନ ଦେଶରେ ପୁଣି କଡ଼ ଲେଉଟାଏ, ତା’ହେଲେ ଆହୁରି ସାଂଘାତିକ ପରିସ୍ଥିତି ସୃଷ୍ଟି ହେବ। ଏପରି କି ବିଶ୍ୱର ଅର୍ଥନୀତି ପ୍ରାୟ ୪.୯% ହ୍ରାସ ପାଇବ। ଏପରି ସ୍ଥିତିରେ ଲକଡାଉନ ଖୋଲାଯିବ କି ନାହିଁ, ତା’କୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।

କରୋନା ଭାଇରସ ମହାମାରୀ ଘୋଷଣା ହେବା ପୂର୍ବରୁ ଜାନୁଆରୀରେ ଜାତିସଂଘ ଏକ ରିପୋର୍ଟ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ ୨୦୨୦ ବର୍ଷରେ ବିଶ୍ୱର ଅର୍ଥନୀତି ୨.୨୫% ବୃଦ୍ଧି ପାଇବ। ହେଲେ କରୋନା ଲକଡାଉନ ଯୋଗୁ ସବୁ କିଛି ଆକଳନ ବିଗିଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story