ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ, ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶର ଅର୍ଥନୀତି ଖରାପ ହୋଇ ପଡ଼ିଛି। ଅନ୍ୟପଟେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତରେ ପହଞ୍ଚିଛି। ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରାଳୟ (MoSPI) ଦ୍ୱାରା ଏହି ସୂଚନା ମିଳିଛି। ତେବେ ଜୁନ୍ ମାସରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଖୁଚୁରା ମୁଦ୍ରାସ୍ଫୀତି […]

Fruit-Vegetable-Market (1)

Fruit-Vegetable-Market (1)

Subhransu Sekhar
  • Published: Thursday, 13 August 2020
  • Updated: 13 August 2020, 09:50 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ଦେଶର ଅର୍ଥନୀତି ଖରାପ ହୋଇ ପଡ଼ିଛି। ଅନ୍ୟପଟେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀର ଦାମ। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ଜୁଲାଇରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ୬.୯୩ ପ୍ରତିଶତରେ ପହଞ୍ଚିଛି। ପରିସଂଖ୍ୟାନ ଏବଂ ପ୍ରୋଗ୍ରାମ ନିୟୋଜନ ମନ୍ତ୍ରାଳୟ (MoSPI) ଦ୍ୱାରା ଏହି ସୂଚନା ମିଳିଛି। ତେବେ ଜୁନ୍ ମାସରେ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨୩ ପ୍ରତିଶତ ଥିଲା।

ସିପିଆଇ ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୬୨ ଥିଲା। ଯାହାକି ଜୁନରେ ୮.୭୨ ପ୍ରତିଶତ ଥିଲା। ତେବେ ଦ୍ୱିତୀୟ ମାସ ପାଇଁ ରିଜର୍ଭ ବ୍ୟାଙ୍କର ସାଟିସ୍ପେକ୍ଟ୍ରି ଲେବଲଠୁ ମୁଦ୍ରାସ୍ଫୀତି ହାର ଅଧିକ ରହିଛି।

ତେବେ ଜୁନ୍ ପୂର୍ବରୁ ସରକାର ଏପ୍ରିଲ୍ ଏବଂ ମେ ମାସରେ ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଜାରି କରିନଥିଲେ। କରୋନା ମହାମାରୀ ପାଇଁ ସାରା ଦେଶ ଲକଡାଉନ୍ ରହିଥିବାରୁ ଏହି ମୁଦ୍ରାସ୍ପୀତି ହାର ଜାରି କରିପାରିନଥିଲେ ସରକାର। ତେବେ ଏପ୍ରିଲ୍ ମାସରେ ମାର୍ଚ୍ଚ ମାସର ସଂଶୋଧିତ ରିପୋର୍ଟ ୫.୮୪ ପ୍ରତିଶତକୁ ୫.୯୧ ପ୍ରତିଶତରେ ସଂଶୋଧନ କରିଥିଲା ସିପିଆଇ।

ଜୁଲାଇ ମାସରେ ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କ (CFPI) ରେ ମୁଦ୍ରାସ୍ଫୀତି ୯.୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁନ୍ ପାଇଁ CFPIକୁ ୭.୮୭ ପ୍ରତିଶତରୁ ୮.୭୨ ପ୍ରତିଶତକୁ ମଧ୍ୟ ସଂଶୋଧନ କରାଯାଇଥିଲା।

ଖୁଚୁରା ମୁଦ୍ରାସ୍ଫୀତି ମୁଖ୍ୟତ ଡାଲି ଏବଂ ଅନ୍ୟାନ୍ୟ ଉତ୍ପାଦିତ ମୂଲ୍ୟର ବୃଦ୍ଧି ହେତୁ ଜୁଲାଇରେ ବାର୍ଷିକ ରିପୋର୍ଟ ଅନୁଯାୟୀ ୧୫.୯୨ ପ୍ରତିଶତ ବୃଦ୍ଧି ପାଇଥିଲା। ଡାଲି ଏବଂ ଉତ୍ପାଦ ବିଭାଗ ବ୍ୟତୀତ ମାଂସ ଏବଂ ମାଛରେ ୧୮.୮୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ତେଲ ଏବଂ ଚର୍ବି ଜାତୀୟ ଖାଦ୍ୟରେ ୧୨.୪୧ ପ୍ରତିଶତ ଏବଂ ମସଲା ମୂଲ୍ୟ ୧୩.୨୭ ପ୍ରତିଶତ ବୃଦ୍ଧି ପାଇଛି। ପନିପରିବାରେ ମଧ୍ୟ ୧୧.୨୯ ପ୍ରତିଶତ ବୃଦ୍ଧି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story