କହ୍ନେୟା କୁମାରଙ୍କୁ ଝଟ୍‌କା: ସିଟ୍‌ ଛାଡ଼ିବନି ଆର୍‌ଜେଡି !

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଫସିଥିବା କହ୍ନେୟା କୁମାରଙ୍କୁ ଝଟ୍‌କା। ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ପୂର୍ବତନ  ସଭାପତି  ତଥା ଛାତ୍ର ନେତା କହ୍ନେୟା କୁମାର ବିହାର ମହାମେଣ୍ଟରେ ସାମିଲ ହୋଇଥିବା ବେଳେ ସେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ଆସନକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଖୋଦ୍‌ ମହାମେଣ୍ଟରୁ ତାଙ୍କୁ ବିରୋଧ କରାଯାଇଛି। କହ୍ନେୟା କୁମାର ସକ୍ରିୟ ରାଜନୀତୀକୁ ଆସି ମହାମେଣ୍ଟ ତଥା ଆରଜେଡି, କଂଗ୍ରେସ, ଏନ୍‌ସିପି, ଜିତନ ରାମ ମାଂଝିଙ୍କ ନେତୃତ୍ଵାଧୀନ ଦଳ ‘ହମ’(ଏସ୍‌), ଶରଦ […]

kanhaiya-sheila-jnusu-759

kanhaiya-sheila-jnusu-759

Tapas Behera
  • Published: Thursday, 17 January 2019
  • Updated: 17 January 2019, 10:43 AM IST

Sports

Latest News

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଫସିଥିବା କହ୍ନେୟା କୁମାରଙ୍କୁ ଝଟ୍‌କା। ଜବାହାରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍‌ୟୁ)ର ପୂର୍ବତନ  ସଭାପତି  ତଥା ଛାତ୍ର ନେତା କହ୍ନେୟା କୁମାର ବିହାର ମହାମେଣ୍ଟରେ ସାମିଲ ହୋଇଥିବା ବେଳେ ସେ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାକୁ ଥିବା ଆସନକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଖୋଦ୍‌ ମହାମେଣ୍ଟରୁ ତାଙ୍କୁ ବିରୋଧ କରାଯାଇଛି। କହ୍ନେୟା କୁମାର ସକ୍ରିୟ ରାଜନୀତୀକୁ ଆସି ମହାମେଣ୍ଟ ତଥା ଆରଜେଡି, କଂଗ୍ରେସ, ଏନ୍‌ସିପି, ଜିତନ ରାମ ମାଂଝିଙ୍କ ନେତୃତ୍ଵାଧୀନ ଦଳ ‘ହମ’(ଏସ୍‌), ଶରଦ ଯାଦବଙ୍କ ଲୋକତାନ୍ତ୍ରିକ ଜନତା ଦଳ ଏବଂ ବାମଦଳରେ ସାମିଲ ହେବା ପରେ ତାଙ୍କୁ ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ଏମ୍‌ପି ଭାବେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତ୍ତି ହୋଇ ଥିଲା।

ହେଲେ ବେଗୁସରାଇ ଲୋକସଭା ନିର୍ବାଚନମଣ୍ଡଳୀରେ ଆରଜେଡିର ସ୍ଥିତି ମଜଭୁତ ଥିବ ଦଳ ପକ୍ଷରୁ କୁହାଯାଇଛି। ତେଣୁ  ବେଗୁସରାଇ ଆସନକୁ  କହ୍ନେୟା କୁମାରଙ୍କୁ ଦିଆଯିବା ପ୍ରଶ୍ନ ଉଠୁ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। କହ୍ନେୟା କୁମାରଙ୍କୁ ବେଗୁସରାଇ ଆସନ ନଦେବା ମୁଡ୍‌ରେ ରହିଛି ଆରଜେଡି।  କେବଳ ସେତିକି ନୁହେଁ କୌଣସି ସିଟ୍‌ରୁ ମଧ୍ୟ କହ୍ନେୟା କୁମାରଙ୍କୁ ଆଶାୟୀଭାବେ ଅବତୀର୍ଣ୍ଣ କରିବାକୁ ରାଜି ନୁହେଁ ଆରଜେଡି।

ଏହା ମଧ୍ୟ କୁହାଯାଉଛି ବିହାରରରେ ଆରଜେଡି ମାୟାବତୀଙ୍କ ବିଏସ୍‌ପିଙ୍କ ସହ ମେଣ୍ଟ କରିବା ଯୋଜନାରେ ରହିଛି। ଛାତ୍ର ନେତାରୁ ନେତା ହୋଇଥିବା କହ୍ନେୟା କୁମାର ଗତ କିଛି ମାସ ତଳେ ବିହାର ମହାମେଣ୍ଟରେ ସାମିଲ ହୋଇଥିଲେ। ଆଉ ନିର୍ବାଚନ ଲଢ଼ିବା ପାଇଁ ମନବଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story