ଲକଡାଉନ ବେଳେ ସୁଇମିଂ ପୁଲରେ ମଜା କରୁଛନ୍ତି ବିଜେପି ନେତା

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶର ଲକଡାଉନ ଜାରି ହୋଇଛି। ଲୋକଙ୍କୁ ସାମାଜିକ ଦୂରତାର ପାଠ ପଢ଼ାଯାଉଛି। ହେଲେ କର୍ଣ୍ଣାଟକାର ବିଜେପି ନେତା ତଥା ମନ୍ତ୍ରୀ କେ ସୁଧାକର ସାମାଜିକ ଦୂରତା ଭୁଲି ପରିବାର ଲୋକଙ୍କ ସହ ସୁଇମିଂ ପୁଲରେ ମଜା କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁଧାକର ରାଜ୍ୟ କୋଭିଡ-୧୯ ରେସପନ୍ସ ଟିମର ଇନଚାର୍ଜ ଅଛନ୍ତି। ସୁଇମିଂ ପୁଲରେ ପିଲାଙ୍କ ସହ ମଜା କରୁଥିବା ବେଳେ ସୁଧାକର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। […]

n

n

Hemant Lenka
  • Published: Monday, 13 April 2020
  • Updated: 13 April 2020, 05:22 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶର ଲକଡାଉନ ଜାରି ହୋଇଛି। ଲୋକଙ୍କୁ ସାମାଜିକ ଦୂରତାର ପାଠ ପଢ଼ାଯାଉଛି। ହେଲେ କର୍ଣ୍ଣାଟକାର ବିଜେପି ନେତା ତଥା ମନ୍ତ୍ରୀ କେ ସୁଧାକର ସାମାଜିକ ଦୂରତା ଭୁଲି ପରିବାର ଲୋକଙ୍କ ସହ ସୁଇମିଂ ପୁଲରେ ମଜା କରୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁଧାକର ରାଜ୍ୟ କୋଭିଡ-୧୯ ରେସପନ୍ସ ଟିମର ଇନଚାର୍ଜ ଅଛନ୍ତି। ସୁଇମିଂ ପୁଲରେ ପିଲାଙ୍କ ସହ ମଜା କରୁଥିବା ବେଳେ ସୁଧାକର ଫଟୋକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

ସେ ଫଟୋ ପୋଷ୍ଟ କରି କହିଛନ୍ତି, “ଅନେକ ଦିନ ପରେ ପିଲାମାନଙ୍କ ସହ ସୁଇମିଂ କରିବାର ସୁଯୋଗ ମିଳିଛି। ମୋର ଆଶା ଏଠାରେ ବି ସାମାଜିକ ଦୂରତା ଅବଲମ୍ବନ କରାଯିବ। ହାହା” ତେବେ ବିଜେପି ନେତାଙ୍କ ଏଭଳି କାମକୁ କଂଗ୍ରେସ ନାପସନ୍ଦ କରିଛି। କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର ଟ୍ୱିଟ କରି ଏହାକୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ଯେତେବେ ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛି ସେତେବେଳେ କର୍ଣ୍ଣାଟକାର କରୋନା ଇନଚାର୍ଜ ଡା.ସୁଧାକର ଦାୟିତ୍ୱହୀନଙ୍କ ଭଳି କାର୍ଯ୍ୟ କରି ସୁଇମିଂ ପୁଲରେ ସମୟ କାଟୁଛନ୍ତି। ନିଜର ଦାୟିତ୍ୱ ଓ ନୈତିକତାକୁ ସେ ବୁଝିବା ଦରକାର। ସେ ନିଜ ତରଫରୁ ଇସ୍ତଫା ଦେବା ଦରକାର ଓ ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ୟାବିନେଟରୁ ବହିଷ୍କାର କରିବା ଉଚିତ।” ବିବାଦ ପରେ ସୁଧାକର ଉକ୍ତ ଟ୍ୱିଟ ଓ ଫଟୋକୁ ହଟାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story