ଆରପିଏଫ ଅଧିକାରୀଙ୍କ ଚିଠି: କଶ୍ମୀରରେ ବିଗିଡ଼ିପାରେ ସ୍ଥିତି, ଚାରି ମାସର ସଉଦା କିଣି ଘରେ ରଖ

ଶ୍ରୀନଗର: କଶ୍ମୀରରେ ଲମ୍ୱା ସମୟ ପାଇଁ ଆଇନ ବ୍ୟବସ୍ଥା ଭୁଶୁଡ଼ି ପାରେ। ବଡ଼ଗାମର ରେଳ ସୁରକ୍ଷା ଅଧିକାରୀ(ଆରପିଏଫ୍) ସୁଦେଶ ନୁଗ୍ୟଲ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ଗତକାଲି ଏକ ଚିଠି ଲେଖି  ଏହା କହିଛନ୍ତି। ଏହାକୁ ନଜରରେ ରଖି ୪ ମାସର ସଉଦା ଆଗୁଆ କିଣି ଆଣି ଘରେ ରଖିବା ପାଇଁ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଚିଠି ଜରିଆରେ ପରାମର୍ଶ ଦେଇଛନ୍ତି। ଯଦି ପାରୁଛ ତାହେଲେ ପରିବାର ଲୋକଙ୍କୁ ଘାଟି ପାର କରି ଅନ୍ୟତ୍ର କେଉଁଠି […]

RPF

RPF

Subhransu Sekhar
  • Published: Monday, 29 July 2019
  • Updated: 29 July 2019, 09:03 AM IST

Sports

Latest News

ଶ୍ରୀନଗର: କଶ୍ମୀରରେ ଲମ୍ୱା ସମୟ ପାଇଁ ଆଇନ ବ୍ୟବସ୍ଥା ଭୁଶୁଡ଼ି ପାରେ। ବଡ଼ଗାମର ରେଳ ସୁରକ୍ଷା ଅଧିକାରୀ(ଆରପିଏଫ୍) ସୁଦେଶ ନୁଗ୍ୟଲ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ଗତକାଲି ଏକ ଚିଠି ଲେଖି  ଏହା କହିଛନ୍ତି। ଏହାକୁ ନଜରରେ ରଖି ୪ ମାସର ସଉଦା ଆଗୁଆ କିଣି ଆଣି ଘରେ ରଖିବା ପାଇଁ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଚିଠି ଜରିଆରେ ପରାମର୍ଶ ଦେଇଛନ୍ତି। ଯଦି ପାରୁଛ ତାହେଲେ ପରିବାର ଲୋକଙ୍କୁ ଘାଟି ପାର କରି ଅନ୍ୟତ୍ର କେଉଁଠି ରଖି ଆସ ବୋଲି ସେ ଚିଠିରେ ଲେଖିଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଆରପିଏଫ ଅଧିକାରୀଙ୍କ ଏହି ଚିଠି ଏବେ ଭାଇରାଲ ହୋଇଛି।
ତେବେ ରେଳ ଅଧିକାରୀଙ୍କ ଏହି ଚିଠି ସରକାରୀ ନୁହେଁ ବୋଲି ରେଳ ବୋର୍ଡର ମୁଖପାତ୍ର ସ୍ପଷ୍ଟୀକରଣ ରଖିଛନ୍ତି। ଚିଠି ଲେଖିଥିବା ଅଧିକାରୀଙ୍କର ତଳ ସ୍ତରର କର୍ମଚାରୀଙ୍କୁ କୌଣସି ପରାମର୍ଶ ଦେବାର ଅଧିକାର ନାହିଁ। ସେ ଲେଖିଥିବା ଚିଠିରେ ରେଳ ବୋର୍ଡର ମୁଖ୍ୟ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ନାହିଁ। ଚିଠି ଲେଖିଥିବା ଅଧିକାରୀ ପାଠ ପଢ଼ିବା ପାଇଁ ଏବେ ଏକ ବର୍ଷ ପାଇଁ ଛୁଟିରେ ଅଛନ୍ତି ବୋଲି ରେଳ ବୋର୍ଡ ସ୍ପଷ୍ଟୀକରଣରେ କହିଛି।
ସୂଚନାଯୋଗ୍ୟ, ଗତ ରବିବାର କଶ୍ମୀରରେ ଅଧିକ ୧୦ ହଜାର ଯବାନ ମୁତୟନ ହୋଇଛନ୍ତି। ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ବିଭିନ୍ନ ସୁରକ୍ଷା ଅଧିକାରୀଙ୍କ ସହ ଗତ ସପ୍ତାହରେ ଗୁପ୍ତ ବୈଠକ କରିଥିଲେ। ଏହାପରେ କଶ୍ମୀରରେ କୌଣସି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାର ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story