କାର୍‌ ଦୁର୍ଘଟଣାରେ ଚାଲିଗଲା ସାଂସଦଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେର ଜଣେ ସାଂସଦଙ୍କର ଆଜି କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଏସ୍‌ ରାଜେନ୍ଦ୍ରନ ହୋଇଥିବା ବେଳେ ତାମିଲନାଡୁର ଭିଲ୍ଲୁପୁରାମଠାରେ ଘଟିଥିବା କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ଆଜି ସକାଳେ ଭିଲ୍ଲୁପୁରାମରୁ ଟିନ୍‌ଡିଭାନମ ଯାଉଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ରାସ୍ତରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ରାଜେନ୍ଦ୍ରନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ […]

sa

sa

Hemant Lenka
  • Published: Saturday, 23 February 2019
  • Updated: 23 February 2019, 12:42 PM IST

Sports

Latest News

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେର ଜଣେ ସାଂସଦଙ୍କର ଆଜି କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ଏସ୍‌ ରାଜେନ୍ଦ୍ରନ ହୋଇଥିବା ବେଳେ ତାମିଲନାଡୁର ଭିଲ୍ଲୁପୁରାମଠାରେ ଘଟିଥିବା କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।

ସେ ଆଜି ସକାଳେ ଭିଲ୍ଲୁପୁରାମରୁ ଟିନ୍‌ଡିଭାନମ ଯାଉଥିବା ବେଳେ କାର୍‌ଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ରାସ୍ତରେ ଓଲଟି ପଡ଼ିଥିଲା।

ଦୁର୍ଘଟଣା ପରେ ରାଜେନ୍ଦ୍ରନଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ମଧ୍ୟ ଆହତ ହୋଇଛନ୍ତି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ସାଂସଦଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story