ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ହିଂସା:୨୬୬ ଗିରଫ

କୋଚି:କେରଳ ସାବରିମାଳାର ସ୍ୱାମୀ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ଦେଖାଦେଇଛି । ସାରା ରାଜ୍ୟରେ ବିଜେପି ଓ ପରମ୍ପରାବାଦୀଙ୍କ ପକ୍ଷରୁ ୨ ଦିନିଆ ବନ୍ଦ ପାଳନ କରାଯାଇଛି । ଆଜି ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ସହରରେ ବିଜେପି ସମର୍ଥନରେ ସାବରିମାଳା କର୍ମ ସମିତି ବନ୍ଦ ପାଳନ କରିଛି। କୋଝିକୋଡ଼େ, କୋଚି, ତିଭେନ୍ଦ୍ରମ,ପଲ୍ଲକଡ଼ ଓ ଥ୍ରୀସୁରରେ ବନ୍ଦ ପାଳନବେଳେ ହିଂସାକାଣ୍ଡ ହୋଇଛି। […]

sab

sab

Tapas Behera
  • Published: Thursday, 03 January 2019
  • Updated: 03 January 2019, 09:35 PM IST

Sports

Latest News

କୋଚି:କେରଳ ସାବରିମାଳାର ସ୍ୱାମୀ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ଦେଖାଦେଇଛି । ସାରା ରାଜ୍ୟରେ ବିଜେପି ଓ ପରମ୍ପରାବାଦୀଙ୍କ ପକ୍ଷରୁ ୨ ଦିନିଆ ବନ୍ଦ ପାଳନ କରାଯାଇଛି । ଆଜି ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ସହରରେ ବିଜେପି ସମର୍ଥନରେ ସାବରିମାଳା କର୍ମ ସମିତି ବନ୍ଦ ପାଳନ କରିଛି। କୋଝିକୋଡ଼େ, କୋଚି, ତିଭେନ୍ଦ୍ରମ,ପଲ୍ଲକଡ଼ ଓ ଥ୍ରୀସୁରରେ ବନ୍ଦ ପାଳନବେଳେ ହିଂସାକାଣ୍ଡ ହୋଇଛି। ସେପଟେ ବନ୍ଦ ପାଳନକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ।

ମନ୍ଦିରରେ ୫୦ ବର୍ଷରୁ କମ୍ ବୟସର ୨ ଜଣ ମହିଳାଙ୍କ ପ୍ରବେଶକୁ ନେଇ ଏହି ହିଂସାକାଣ୍ଡ ଘଟିଛି। ପରମ୍ପରା ରକ୍ଷା ନାଁରେ ସାବରିମାଳା କର୍ମ ସମିତି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ପାଳନ ହୋଇଛି । ବିଜେପି ସମର୍ଥନରେ ସମିତିର ସମର୍ଥକମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି ।

ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି । ଏପରିକି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି ଗତକାଲି ଓ ଆଜି ୭୫ଟି ସରକାରୀ ବସ ଭଙ୍ଗାରୁଜା କରାଯାଇଥିବାବେଳେ ୩୧ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧି ବି ଆକ୍ରମଣରୁ ବାଦ୍ ପଡ଼ିନାହାନ୍ତି। ଏହି ଘଟଣାରେ ୨୬୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ୩୬୬ଜଣଙ୍କୁ ପୁଲିସ ନିଜ ହେପାଜତଙ୍କୁ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story