ସ୍ୱାଧୀ ପ୍ରାଚୀଙ୍କ ବିରୋଧରେ ଇମାମଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ନେତ୍ରୀ ସ୍ୱାଧୀ ପ୍ରାଚୀଙ୍କର ‘ମୁସଲମାନ ମୁକ୍ତ ଭାରତ’ ବୟାନ ଉପରେ ଗଭୀର ଆପତ୍ତି ବ୍ୟକ୍ତ କରି ‘ଅଲ୍ ଇଣ୍ଡିଆ ଇମାମ୍ କାଉନ୍‌ସିଲ୍’ ଆଜି ବିରୋଧ ପ୍ରଦର୍ଶନ କରିଛି। ସବୁବେଳେ ବିବାଦରେ ରହୁଥିବା ସ୍ୱାଧୀ ପ୍ରାଚୀ ନିକଟରେ କହିଥିଲେ ଯେ ‘କଂଗ୍ରେସ ମୁକ୍ତ ଭାରତ’ର ମିଶନ ପୂରଣ ହେବା ପରେ ଦେଶରେ ଏବେ ମୁସଲମାନଙ୍କଠାର ମୁକ୍ତି ପାଇବାର ସମୟ ଆସିଛି। ଇମାମ ପରିଷଦର ମହାସଚିବ ମୁଫ୍‌ତି ହନୀର ଅହରାର କାସ୍ମୀ କହିଛନ୍ତି,“ଏହି […]

prachi

prachi

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 06:22 PM IST

Sports

Latest News

prachiନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ନେତ୍ରୀ ସ୍ୱାଧୀ ପ୍ରାଚୀଙ୍କର ‘ମୁସଲମାନ ମୁକ୍ତ ଭାରତ’ ବୟାନ ଉପରେ ଗଭୀର ଆପତ୍ତି ବ୍ୟକ୍ତ କରି ‘ଅଲ୍ ଇଣ୍ଡିଆ ଇମାମ୍ କାଉନ୍‌ସିଲ୍’ ଆଜି ବିରୋଧ ପ୍ରଦର୍ଶନ କରିଛି।

ସବୁବେଳେ ବିବାଦରେ ରହୁଥିବା ସ୍ୱାଧୀ ପ୍ରାଚୀ ନିକଟରେ କହିଥିଲେ ଯେ ‘କଂଗ୍ରେସ ମୁକ୍ତ ଭାରତ’ର ମିଶନ ପୂରଣ ହେବା ପରେ ଦେଶରେ ଏବେ ମୁସଲମାନଙ୍କଠାର ମୁକ୍ତି ପାଇବାର ସମୟ ଆସିଛି।

ଇମାମ ପରିଷଦର ମହାସଚିବ ମୁଫ୍‌ତି ହନୀର ଅହରାର କାସ୍ମୀ କହିଛନ୍ତି,“ଏହି ବୟାନ କେବଳ ଅସାମ୍ବିଧାନିକ ଏବଂ ଆକ୍ରମଣାତ୍ମକ ପ୍ରକୃତିର ନୁହେଁ, ଏହା ଦେଶର ଧର୍ମନିରପେକ୍ଷ ପରମ୍ପରାକୁ କ୍ଷତିଗ୍ରସ୍ତ କରିବା ତଥା ସାଂପ୍ରଦାୟିକ ଧ୍ରୁବୀକରଣ ଏବଂ ଦୁଇଟି ଅଲଗା ଅଲଗା ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ବଢ଼ାଇବା ଉଦ୍ଦେଶ୍ୟରେ ଜାରି କରାଯାଇଛି।”

ଇମାମ କାଉନ୍‌ସିଲ୍‌ର ସଦସ୍ୟମାନେ ଜନ୍ତରମନ୍ତର ଠାରେ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ପରେ ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ରରେ କୁହାଯାଇଛି,“ଆମେ ଦାବି କରୁଛୁ ଯେ ସ୍ୱାଧୀଙ୍କ ବିରୋଧରେ ଉପଯୁକ୍ତ ଧାରାରେ ମାମଲା ଋଜୁ କରାଯାଉ ଏବଂ ଦେଶରେ ତାଙ୍କର ସାର୍ବଜନୀନ ସଭା ଉପରେ କଟକଣା ଜାରି କରାଯାଉ। କାରଣ ସ୍ୱାଧୀ ବାରମ୍ବାର ସମାଜକୁ ସାମ୍ପ୍ରଦାୟିକ ଆଧାରରେ ଉଦ୍‌ବେଳିତ କରିଆସୁଛନ୍ତି।”

ନିକଟରେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ କ୍ୟାମ୍ପ୍ ଆୟୋଜନ କରିଥିବା ବଜରଙ୍ଗ ଦଳ ନେତାଙ୍କ ବିରୋଧରେ ମଧ୍ୟ ମାମଲା ଋଜୁ କରିବା ପାଇଁ ପ୍ରଦର୍ଶନକାରୀମାନେ ଦାବି କରିଛନ୍ତି।

ଦାବିପତ୍ରରେ କୁହାଯାଇଛି,“ଆମର ଦାବି ହେଉଛି ବଜରଙ୍ଗ ଦଳର ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଉ ଏବଂ ଏଗୁଡ଼ିକର ଲାଇସେନ୍ସ ରଦ୍ଦ କରି ଦିଆଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story