କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଦୋଷମୁକ୍ତ

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କୁ ରାଜସ୍ଥାନ କୋର୍ଟ ଆଜି ଦୋଷମୁକ୍ତ କରିଛନ୍ତି। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସଲମାନ ଦୋଷମୁକ୍ତ ହୋଇଛନ୍ତି। କିନ୍ତୁ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ। ପୂର୍ବରୁ ତଳ କୋର୍ଟ ଏହି ଦୁଇ ମାମଲାରେ ସଲମାନଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସଲମାନ୍‌ ହାଇକୋର୍ଟରେ ଆବେଦନ କରିଥିଲେ। ମେ’ ଶେଷ ସପ୍ତାହରେ ମାମଲାର ଶୁଣାଣି ଶେଷ ହୋଇଥିଲା। ତେବେ […]

salmankhan-

Rakesh Mallick
  • Published: Monday, 25 July 2016
  • , Updated: 25 July 2016, 03:21 PM IST

ନୂଆଦିଲ୍ଲୀ: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କୁ ରାଜସ୍ଥାନ କୋର୍ଟ ଆଜି ଦୋଷମୁକ୍ତ କରିଛନ୍ତି। ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସଲମାନ ଦୋଷମୁକ୍ତ ହୋଇଛନ୍ତି। କିନ୍ତୁ ହାଇକୋର୍ଟଙ୍କ ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ। ପୂର୍ବରୁ ତଳ କୋର୍ଟ ଏହି ଦୁଇ ମାମଲାରେ ସଲମାନଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସଲମାନ୍‌ ହାଇକୋର୍ଟରେ ଆବେଦନ କରିଥିଲେ। ମେ’ ଶେଷ ସପ୍ତାହରେ ମାମଲାର ଶୁଣାଣି ଶେଷ ହୋଇଥିଲା। ତେବେ ରାୟ ସଂରକ୍ଷିତ ଥିଲା। ସଲମାନ୍ ଓ ଅନ୍ୟ ୭ ଜଣ ଚିଙ୍କାରା ଓ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିଯୁକ୍ତ ଥିଲେ।

୧୯୯୮ ମସିହାରେ  ଫିଲ୍ମ ‘ହମ୍‌ ସାଥ ସାଥ ହୈ’ ସୁଟିଂ ସମୟରେ ଏହି ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

Related story