ଶେଷରେ କ୍ଷମା ମାଗିଲେ ପିଟ୍ରୋଡ଼ା

ନୂଆଦିଲ୍ଲୀ:ବିଜେପିର ବିରୋଧ, କଂଗ୍ରେସର ଚେତାବନୀ ଏବଂ ଜାତୀୟ ସଂଖ୍ୟାଲଘୁ କମିଶନ୍‌ର ନାଲିଆଖି ପରେ କ୍ଷମା ମାଗିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ତଥା ଗାନ୍ଧି ପରିବାରର ଅତି ଘନିଷ୍ଠ ସାମ୍‌ ପିଟ୍ରୋଡ଼ା। ୧୯୮୪ ଦଙ୍ଗାକୁ ନେଇ ‘ହୁଆ ତୋ ହୁଆ’ କହିଥିବା ପିଟ୍ରୋଡ଼ା ଆଜି କହିଛନ୍ତି ସେ ସେପରି କହିବାକୁ ଚାହୁଁନଥିଲେ। ତାଙ୍କ ଦଳ ଏହି ପ୍ରସଙ୍ଗରେ ତାଙ୍କୁ ସମର୍ଥନ ନଦେବାରୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଵା ଜଣାପଡ଼ିଛି। ସେ ଆଜି କହିଛନ୍ତି, “ମୁଁ କହିବାକୁ ଚାହୁଁଥିଲି […]

Pitroda

Pitroda

Subrat Kumar Nayak
  • Published: Friday, 10 May 2019
  • Updated: 10 May 2019, 08:55 PM IST

Sports

Latest News

ନୂଆଦିଲ୍ଲୀ:ବିଜେପିର ବିରୋଧ, କଂଗ୍ରେସର ଚେତାବନୀ ଏବଂ ଜାତୀୟ ସଂଖ୍ୟାଲଘୁ କମିଶନ୍‌ର ନାଲିଆଖି ପରେ କ୍ଷମା ମାଗିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ଅଧ୍ୟକ୍ଷ ତଥା ଗାନ୍ଧି ପରିବାରର ଅତି ଘନିଷ୍ଠ ସାମ୍‌ ପିଟ୍ରୋଡ଼ା। ୧୯୮୪ ଦଙ୍ଗାକୁ ନେଇ ‘ହୁଆ ତୋ ହୁଆ’ କହିଥିବା ପିଟ୍ରୋଡ଼ା ଆଜି କହିଛନ୍ତି ସେ ସେପରି କହିବାକୁ ଚାହୁଁନଥିଲେ। ତାଙ୍କ ଦଳ ଏହି ପ୍ରସଙ୍ଗରେ ତାଙ୍କୁ ସମର୍ଥନ ନଦେବାରୁ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଵା ଜଣାପଡ଼ିଛି।

ସେ ଆଜି କହିଛନ୍ତି, "ମୁଁ କହିବାକୁ ଚାହୁଁଥିଲି ପଛ କଥା ଭୁଲି ଆମକୁ ଆଗକୁ ଯିବାକୁ ହେବ। ଆମ ପାଖରେ ଅଲଗା ପ୍ରସଙ୍ଗ ଅଛି। ବିଜେପି କ’ଣ କରିଛି, ସେ ବାବଦରେ କଥା ହେବାର ଅଛି। ମୁଁ ଦୁଃଖିତ ଯେ, ମୋ ମତକୁ ଭୁଲ ଅନୁଶୀଳନ କରାଯାଇଛି। ମୁଁ କ୍ଷମା ମାଗୁଛି। ଏହା ତିଳ କୁ ତାଳ କରିବା ପରି କଥା ହୋଇଛି।"

ପୂର୍ବରୁ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ କୁହାଯାଇଛି, “ଯିଏ ଯାହା କହିଦେବ ତାହା ଦଳର ମତ ନୁହେଁ। ଆମେ ଆମ ଦଳର ନେତାଙ୍କୁ ଉପଦେଶ ଦେଉଛୁ ସେମାନେ ସାବଧାନ ରୁହନ୍ତୁ। ୧୯୮୪ ଏବଂ ୨୦୦୨ ଉଭୟ କ୍ଷେତ୍ରରେ ନ୍ୟାୟ ହେବା ଦରକାର। ବିଜେପି ନ୍ୟାୟ ପାଇଁ ଚିନ୍ତା ନକରି କେବଳ ଭୋଟ୍‌ କଥା ଚିନ୍ତା କରୁଛି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story