ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନୀଲ କୁମାର ‘ର’ରୁ ଅବସର ଗ୍ରହଣ କରିବା ପରେ ସାମନ୍ତ ପଦ ଭାର ସମ୍ଭାଳିବେ।
୧୩ ଜୁନ ୧୯୬୦ରେ ସାମନ୍ତ ଗୋଏଲ ଜନ୍ମଗ୍ରହଣ କରିଥିଲେ। ବାଣିଜ୍ୟ ଏବଂ ଆଇନରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତୋକତ୍ତର କରିଥିଲେ। ଏହାପରେ ୨୪ ବର୍ଷ ବୟସରେ ଆଇପିଏସ ପାଇବା ପରେ ପ୍ରଥମେ ପଞ୍ଜାବ ପୁଲିସରେ କାମ କରିଥିଲେ। ଦୀର୍ଘ ୧୭ ବର୍ଷ ଧରି ପଞ୍ଜାବ ପୁଲିସରେ କାମ କରିବା ପରେ କେନ୍ଦ୍ରକୁ ଆସିଥିଲେ ସେ। ୨୦୦୧ ମସିହାରେ ପ୍ରଥମେ କେନ୍ଦ୍ର କ୍ୟାବିନେଟ ସଚିବାଳୟରେ ନିଯୁକ୍ତ ହୋଇଥିଲେ। ଏହାପରେ ଗୁଇନ୍ଦା ସଂସ୍ଥାର ନୀରିକ୍ଷଣ ଦାୟିତ୍ୱରେ ଥିଲେ ସାମନ୍ତ। ଦକ୍ଷ ଆଇପିଏସ ଅଫିସର ଭାବେ ସରକାରଙ୍କ ଦ୍ୱାରା ସାମନ୍ତ ଗୋଏଲ ପୁରସ୍କୃତ ହୋଇସାରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଣିପୁରରେ ପୁଣି ହିଂସା: DCP ଅଫିସ ଉପରେ ଆକ୍ରମଣ
ଆକ୍ରମଣରେ ଜଣେ ପୁଲିସ୍ ଅଧିକାରୀ ଆହତ ହୋଇଛନ୍ତି। ସେହିପରି ଡିସିପି ଅଫିସ ନିକଟରେ ରହିଥିବା ଏକାଧିକ ପୁଲିସ୍ ଗାଡ଼ିକୁ ଲୋକମାନେ ଭାଙ୍ଗି ଦେଇଛନ୍ତି।
Health
ଚାଇନାର ନୂଆ ଭାଇରସକୁ ନେଇ ଆତଙ୍କିତ ହୁଅନ୍ତୁନି: ସ୍ୱାସ୍ଥ୍ୟ ବିଭାଗ
ଚୀନରେ କୋରୋନାଠୁ ଆହୁରି ଦ୍ରୁତ ଗତିରେ ବ୍ୟାପୁଛି ନୂଆ ଭାଇରସ୍ HMPV। ହେଲେ ଏହାକୁ ନେଇ ଭାରତରେ ଚିନ୍ତିତ ହେବାର କିଛି ନାହିଁ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ।
Crime
୬ ବର୍ଷର ଝିଅକୁ ଦୁଷ୍କର୍ମ; ଧରା ପଡ଼ିଯିବା ଭୟରେ ତଣ୍ଟି ଚିପି ମାରିଦେଲା ପଡ଼ୋଶୀ
ଚକୋଲେଟ ଦେବା ବାହାନାରେ ଶିଶୁକୁ ଘରକୁ ଡାକିନେଇ ଦୁଷ୍କର୍ମ କଲା। ଖସି ପଳାଉଥିବାବେଳେ ଏନକାଉଣ୍ଟର କରି ଗିରଫ କରିଛି ପୁଲିସ।
Politics
ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବାଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
କ୍ରମାଗତ ୧୫ ବର୍ଷ ଦିଲ୍ଲୀକୁ ଶାସନ କରିଥିବା କଂଗ୍ରେସ ଗଲା ୨ଟି ଯାକ ବିଧାନସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିଲା।
National
ଲଦାଖକୁ ପୁଣି ନିଜର କହିଲା ଚାଇନା: ଜୋରଦାର ବିରୋଧ କଲା ଭାରତ
ଚାଇନା ପକ୍ଷରୁ ଦୁଇଟି କାଉଣ୍ଟୀ ପ୍ରତିଷ୍ଠା କରାଯାଉଛି। ଏହାର କିଛି ଅଂଶ ଲଦାଖ ମଧ୍ୟରେ ଆସୁଛି। ଚାଇନାର ଏପରି ପଦକ୍ଷେପକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି।