ଅକରା: ଆତଙ୍କବାଦ ଏକ ଜଘନ୍ୟ କାର୍ଯ୍ୟ। ଯାହା କୌଣସି ସୀମା ସରହତ ମାନେ ନାହିଁ। ସାମୂହିକ ଚେଷ୍ଟା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଆତଙ୍କବାଦର ଶୀକାର ଘାନା ସହ ଭାରତ ସବୁ ବେଳେ ରହିବ ବୋଲି ସେ କହିଛନ୍ତି।
ଘାନା ରାଷ୍ଟପତି ଜନ୍ ଡ୍ରମାନୀ ମହାମାଙ୍କ ଦ୍ୱାରା ଗତକାଲି ଆୟୋଜିତ ପାର୍ଟିକୁ ମୁଖାର୍ଜୀ ଶମ୍ବୋଧିତ କରି କହିଥିଲେ, “ଭାରତ ତିନି ଦଶକ ହେଲା ଆତଙ୍କବାଦ ଶୀକାର ହୋଇ ଆସିଛି। ଘାନାର ଏପରି ସ୍ଥିତି ସୂଚାଉଛି ଆତଙ୍କବାଦ ବିଶ୍ୱ ପାଇଁ ବିପଦ।”
ଦୁଇ ଦିବସୀୟ ଏହି ଯାତ୍ରା ବେଳେ ମୁଖାର୍ଜୀ କହିଛନ୍ତି, “ଆତଙ୍କବଦାର କୌଣସି ସୀମା ନାହିଁ। ଏହାର କୌଣସି ବିଚାରଧାରା ନାହିଁ। କେବଳ ବିନାଶ ଉପରେ ଏହା ବିଶ୍ୱାସ କରେ। ଏହାକୁ ବିନାଶ କରିବାକୁ ହେଲା ସାମୂହିକ ପ୍ରୟାସ ହେବା ଆବଶ୍ୟକ। ଭାରତ ଆପଣଙ୍କ ସହ ଅଛି। କାରଣ ଆପଣ ଆତଙ୍କବାଦକୁ ସାମ୍ନା କରୁଛନ୍ତି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।
Crime
ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।