ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲା: ନଳିନୀ ଚିଦାମ୍ବରମ୍‌ଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପତ୍ନୀ ନଳିନୀ ଚିଦାମ୍ବରମ୍‌ଙ୍କୁ ସମନ କରିଛି। ଷଷ୍ଠ ଚାର୍ଜସିଟ୍‌ରେ ସିବିଆଇ ନଳୀନଙ୍କ ନାଁ ଉଲ୍ଲେଖ କରିଛି। ନଳୀନ କଂଗ୍ରେସ ନେତା ମତଙ୍ଗ ସିଂହଙ୍କ ପତ୍ନୀ ମନୋରଞ୍ଜନା ସିଂଙ୍କ ପରାମର୍ଶଦାତା ଥିଲେ। ଶାରଦା ଚିଟଫଣ୍ଡ ଘୋଟଲାରେ ଅଭିଯୋଗରେ ନଳୀନ ଚିଦାମ୍ବରମ୍‌ଙ୍କୁ ମାର୍ଚ୍ଚ ୧୦ ତାରିଖରେ  ସିବିଆଇ ପଚରାଉଚରା କରିଥିଲା।

nalini

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 04:49 PM IST

ନୂଆଦିଲ୍ଲୀ: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପତ୍ନୀ ନଳିନୀ ଚିଦାମ୍ବରମ୍‌ଙ୍କୁ ସମନ କରିଛି। ଷଷ୍ଠ ଚାର୍ଜସିଟ୍‌ରେ ସିବିଆଇ ନଳୀନଙ୍କ ନାଁ ଉଲ୍ଲେଖ କରିଛି। ନଳୀନ କଂଗ୍ରେସ ନେତା ମତଙ୍ଗ ସିଂହଙ୍କ ପତ୍ନୀ ମନୋରଞ୍ଜନା ସିଂଙ୍କ ପରାମର୍ଶଦାତା ଥିଲେ।

ଶାରଦା ଚିଟଫଣ୍ଡ ଘୋଟଲାରେ ଅଭିଯୋଗରେ ନଳୀନ ଚିଦାମ୍ବରମ୍‌ଙ୍କୁ ମାର୍ଚ୍ଚ ୧୦ ତାରିଖରେ  ସିବିଆଇ ପଚରାଉଚରା କରିଥିଲା।

Related story