ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ କାଶ୍ମୀର, ଗୁଜରାଟ ଓ ରାଜସ୍ଥାନ ସୀମାରେ ହାଇଆଲର୍ଟ

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ କାଶ୍ମୀର, ଗୁଜରାଟ ଓ ରାଜସ୍ଥାନ ସୀମାରେ ବିଏସ୍‌ଏଫ୍‌ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବିଏସ୍‌ଏଫ୍‌ ଯବାନଙ୍କ ଛୁଟି ବାତିଲ୍‌ କରାଯାଇଛି। ସୀମାରେ ଉତ୍ତେଜନା ବଢ଼ିବା ଆଶଙ୍କାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ  ସ୍ପର୍ଶକାତର ଅବସ୍ଥାରେ ଥିବା ସୀମାନ୍ତ ଗାଁ ଗୁଡ଼ିକୁ  ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୀମାରେ ୧୦ କିଲୋମିଟର ମଧ୍ୟରେ ରହିଥିବା ପଞ୍ଜାବର ୬ଟି ଜିଲ୍ଲାର ପ୍ରାୟ ୧,୦୦୦ […]

surgical

surgical

Rakesh Mallick
  • Published: Friday, 30 September 2016
  • Updated: 30 September 2016, 03:19 PM IST

Sports

Latest News

ନୂଆଦିଲ୍ଲୀ: ପାକ୍‌ ଅଧିକୃତ କାଶ୍ମୀରରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ କାଶ୍ମୀର, ଗୁଜରାଟ ଓ ରାଜସ୍ଥାନ ସୀମାରେ ବିଏସ୍‌ଏଫ୍‌ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ବିଏସ୍‌ଏଫ୍‌ ଯବାନଙ୍କ ଛୁଟି ବାତିଲ୍‌ କରାଯାଇଛି। ସୀମାରେ ଉତ୍ତେଜନା ବଢ଼ିବା ଆଶଙ୍କାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ  ସ୍ପର୍ଶକାତର ଅବସ୍ଥାରେ ଥିବା ସୀମାନ୍ତ ଗାଁ ଗୁଡ଼ିକୁ  ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୀମାରେ ୧୦ କିଲୋମିଟର ମଧ୍ୟରେ ରହିଥିବା ପଞ୍ଜାବର ୬ଟି ଜିଲ୍ଲାର ପ୍ରାୟ ୧,୦୦୦ ଗାଁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେହି ଅଞ୍ଚଳରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କାକୁ ଦେଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗାଁ ଗୁଡ଼ିକୁ ଖାଲି କରାଯାଇଛି। ସେହିପରି ବିଭିନ୍ନ ସାମରିକ ଘାଟିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ସୀମାରେ ଅଧିକ ସେନା ମୁତୟନ କରାଯାଇଛି ଓ ୱାଘା ସୀମାରେ ପତାକା ଅନାବରଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

ଗତକାଲି ରାତିରେ ହୋଇଥିବା ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ୭ଟି ଆଡ୍ଡା ଧ୍ୱଂସ ହେବା ସହ ୩୮ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ତଥ୍ୟ ପ୍ରମାଣ ପାଇଁ ଏହି ଅପରେସନକୁ ଭାରତୀୟ ସେନା ପକ୍ଷରୁ ଡ୍ରୋନ୍‌ ସାହାଯ୍ୟରେ ଭିଡିଓଗ୍ରାଫି କରାଯାଇଛି।

ଭାରତର ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ପାକିସ୍ତାନ ଅସ୍ୱୀକାର କରିଛି। ସ୍ଥିତି ସମୀକ୍ଷା ପାଇଁ ଆଜି ପୁଣି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍‌ କମିଟି ବୈଠକ ବସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story