ଟିକେଟ୍ ନମିଳିବାରୁ କାନ୍ଦିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ତା’ପରେ...

ଭୋପାଲ: ଟିକେଟ୍ ନ ମିଳିବାରୁ କାନ୍ଦି ପକାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସରତାଜ ସିଂହ। ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୭୭ ବର୍ଷୀୟ ସରତାଜଙ୍କୁ ବିଜେପି ଟିକେଟ୍ ନ ଦେବାରୁ ସେ କାନ୍ଦି ପକାଇଥିଲେ। ଆଉ ଏହାର କିଛି ସମୟ ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ସରତାଜଙ୍କୁ ପ୍ରାର୍ଥୀ କରିଛି। ଦଳ ତାଙ୍କୁ ହୋଶଙ୍ଗାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ସରତାଜ କହିଛନ୍ତି,“ମୁଁ କଂଗ୍ରେସକୁ ଧନ୍ୟବାଦ ଜଣାଉଛି। ଦଳ […]

888

888

Jitendra Garnayak
  • Published: Friday, 09 November 2018
  • Updated: 09 November 2018, 10:19 AM IST

Sports

Latest News

ଭୋପାଲ: ଟିକେଟ୍ ନ ମିଳିବାରୁ କାନ୍ଦି ପକାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସରତାଜ ସିଂହ। ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୭୭ ବର୍ଷୀୟ ସରତାଜଙ୍କୁ ବିଜେପି ଟିକେଟ୍ ନ ଦେବାରୁ ସେ କାନ୍ଦି ପକାଇଥିଲେ। ଆଉ ଏହାର କିଛି ସମୟ ପରେ ସେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ।

କଂଗ୍ରେସ ସରତାଜଙ୍କୁ ପ୍ରାର୍ଥୀ କରିଛି। ଦଳ ତାଙ୍କୁ ହୋଶଙ୍ଗାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି।

ସରତାଜ କହିଛନ୍ତି,“ମୁଁ କଂଗ୍ରେସକୁ ଧନ୍ୟବାଦ ଜଣାଉଛି। ଦଳ ମୋତେ ହୋଶଙ୍ଗାବାଦ ସିଟ୍‌ ପାଇଁ ଟିକେଟ୍ ଦେଇଛି। ମୁଁ ୫୮ ବର୍ଷ ଧରି ବିଜେପି ପାଇଁ କାମ କଲି। ହେଲେ ଦଳ ମୋତେ ଏଥର ଟିକେଟ୍ ଦେଲା ନାହିଁ। ମୁଁ ଲୋକଙ୍କ ସହିତ ରହି ସେମାନଙ୍କ ସେବା କରିବାକୁ ଚାହୁଁଛି। ସେଥିପାଇଁ ମୁଁ ନିର୍ବାଚନ ଲଢ଼ୁଛି।”

tttସେ ଆହୁରି କହିଛନ୍ତି,“ ଘରେ ବସି ମୁଁ ମାଳା ଜପିବାକୁ ଚାହୁଁନାହିଁ। ମୁଁ ଲୋକଙ୍କ ସେବା କରିବାକୁ ଚାହୁଁଛି।”

ମଧ୍ୟପ୍ରଦେଶରେ ବିଜେପିର ଶିଖ୍ ଚେହେରା ସାଜିଥିବା ସରତାଜ ସିଂହ ହେଶଙ୍ଗାବାଦ ଜିଲ୍ଲାର ସିଭନୀ-ମାଲୱାରୁ ଦୁଇ ଥର ବିଧାୟକ ହୋଇଛନ୍ତି। ବର୍ତ୍ତମାନ ସେ ସେହି ଆସନରେ ବିଧାୟକ ଅଛନ୍ତି। ପୁଣି ଥରେ ସେ ଏହି ଆସନରୁ ଟିକେଟ୍ ଚାହୁଁଥିଲେ। ତେବେ ଏହି ଆସନ ପାଇଁ ବିଜେପି ଏ ପର୍ଯ୍ୟନ୍ତ ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ।

ନଭେମ୍ୱର ୨୮ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ- ଆର୍‌ଏସ୍‌ଏସ୍‌ର କଥା ରହିଲା: ମଧ୍ୟପ୍ରଦେଶରେ ଟିକେଟ୍‌ ହରାଇଲେ ୨୭ ବିଧାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story