ଜମାଖାତାରେ ସର୍ବନିମ୍ନ ଜମା ନଥିବାରୁ ମେ’ ମାସରେ ଏସ୍‌ବିଆଇ ଆଦାୟ କରିଛି ୨୩୫ କୋଟି  

ନୂଆଦିଲ୍ଲୀ: ଜମାଖାତାଗୁଡ଼ିକର ମିନିମନ୍‌ ବାଲାନ୍ସ ବା ସର୍ବନିମ୍ନ ରାଶି ନଥିବା ଯୋଗୁଁ ଗତ ମେ’ ମାସରେ ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ୨୩୫ କୋଟି ଟଙ୍କାର ଶୁଳ୍କ ଆଦାୟ କରାଯାଇଛି। ଏସ୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବ୍ୟାଙ୍କରେ ୪୦ କୋଟିରୁ ଅଧିକ ଜମାଖାତା ରହିଛି। ଏଥିରୁ ୧୩ କୋଟି ଖାତା ହେଉଛି ବେସିକ୍ ସେଭିଙ୍ଗ ବ୍ୟାଙ୍କ୍ ଡିପୋଜିଟ୍ ଓ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲା ଯାଇଥିବା ଖାତା। ଏହି ଦୁଇଟି ଜମାଖାତାକୁ ମିନିମନ୍ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 11:26 AM IST

Sports

Latest News

ନୂଆଦିଲ୍ଲୀ: ଜମାଖାତାଗୁଡ଼ିକର ମିନିମନ୍‌ ବାଲାନ୍ସ ବା ସର୍ବନିମ୍ନ ରାଶି ନଥିବା ଯୋଗୁଁ ଗତ ମେ’ ମାସରେ ଷ୍ଟେଟ୍‌ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ୨୩୫ କୋଟି ଟଙ୍କାର ଶୁଳ୍କ ଆଦାୟ କରାଯାଇଛି।

ଏସ୍‌ବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବ୍ୟାଙ୍କରେ ୪୦ କୋଟିରୁ ଅଧିକ ଜମାଖାତା ରହିଛି। ଏଥିରୁ ୧୩ କୋଟି ଖାତା ହେଉଛି ବେସିକ୍ ସେଭିଙ୍ଗ ବ୍ୟାଙ୍କ୍ ଡିପୋଜିଟ୍ ଓ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲା ଯାଇଥିବା ଖାତା। ଏହି ଦୁଇଟି ଜମାଖାତାକୁ ମିନିମନ୍ ବାଲାନ୍ସ ସର୍ତ୍ତରୁ ବାଦ୍ ଦିଆଯାଇଛି। ସହରାଞ୍ଚଳରେ ମାସିକ ସର୍ବନିମ୍ନ ଜମା ୫୦୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଥିଲା। ଏଥିରୁ ୫୦ ପ୍ରତିଶତ କମିଲେ ୫୦ ଟଙ୍କା ଓ ୭୫ ପ୍ରତିଶତ କମିଲେ ୧୦୦ ଟଙ୍କା ସହିତ ଜିଏସ୍‌ଟି କାଟିବାର ନିୟମ କରାଯାଇଥିଲା। ଗ୍ରାମାଞ୍ଚଳରେ ମାସିକ ସର୍ବନିମ୍ନ ଜମା ୧୦୦୦ ଟଙ୍କା ରଖା ଯାଇଥିଲା। ଏଥିରୁ କମିଲେ ୨୦ରୁ ୫୦ ଟଙ୍କା ସହିତ ଜିଏସ୍‌ଟି କାଟିବାର ବ୍ୟବସ୍ଥା ରହିଥିଲା।

ଏହି ଅଧିକାରୀ ଜଣଙ୍କ କହିଛନ୍ତି ଯେ ଉପଭୋକ୍ତାଙ୍କ ପ୍ରତିକ୍ରିୟା ମିଳିବା ପରେ ଏହି ନିୟମକୁ କୋହଳ କରିବା ନେଇ ସମୀକ୍ଷା କରାଯାଉଛି। ଆଗାମୀ ଦିନରେ ଏନେଇ ଉଚିତ ନିଷ୍ପତ୍ତି ନିଆଯିବ। ବରିଷ୍ଠ ନାଗରିକ ଓ ଶିକ୍ଷାର୍ଥୀଙ୍କ ଭଳି କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ଜମାଖାତା ପାଇଁ ଶୁଳ୍କ ରିହାତି କରାଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story