କେବଳ ଏହି ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା, ମତ ବଦଳାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲାରେ କେଉଁମାନଙ୍କର ମାଗଣା ପରୀକ୍ଷା ହେବ ତା’ ବିଷୟରେ ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାର ଘରୋଇ ଏବଂ ସରକାରୀ ଲାବୋରେଟୋରୀରେ ସମସ୍ତଙ୍କ ନମୁନା ମାଗଣାରେ ପରୀକ୍ଷା ହେବନାହିଁ। ଏହା କେବଳ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏବଂ ଆୟୁଷ୍ମାନ ଭାରତ ପଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ହତିଧିକାରୀଙ୍କ ପାଇଁ ଉପଲବ୍ଧ ହେବ। ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ବର୍ଗ […]

Supreme Court

Supreme Court

Subrat Kumar Nayak
  • Published: Monday, 13 April 2020
  • Updated: 13 April 2020, 09:06 PM IST

Sports

Latest News

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲାରେ କେଉଁମାନଙ୍କର ମାଗଣା ପରୀକ୍ଷା ହେବ ତା’ ବିଷୟରେ ସୁପ୍ରିମକୋର୍ଟ ନିଜର ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିଛନ୍ତି। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାର ଘରୋଇ ଏବଂ ସରକାରୀ ଲାବୋରେଟୋରୀରେ ସମସ୍ତଙ୍କ ନମୁନା ମାଗଣାରେ ପରୀକ୍ଷା ହେବନାହିଁ। ଏହା କେବଳ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏବଂ ଆୟୁଷ୍ମାନ ଭାରତ ପଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ହତିଧିକାରୀଙ୍କ ପାଇଁ ଉପଲବ୍ଧ ହେବ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଏହି ଦୁଇ ବର୍ଗ ବ୍ୟତୀତ ଅନ୍ୟ କିଛି ଶ୍ରେଣୀଙ୍କୁ ମଧ୍ୟ କେନ୍ଦ୍ର ସରକାର ଯୋଡ଼ିପାରିବେ। ଅନ୍ୟପକ୍ଷରେ ଯେଉଁମାନେ ଆଇସିଏମ୍‌ଆର ନିର୍ଦ୍ଧାରିତ ୪,୫୦୦ ଟଙ୍କା ଦେଇପାରିବେ ସେମାନଙ୍କୁ ଘରୋଇ ଲ୍ୟାବ୍‌ ଏହି ଅର୍ଥ ଚାର୍ଜ କରିପାରିବେ।

ଏଥିପାଇଁ କେନ୍ଦ୍ର ସରକାର ରିଅମ୍ବର୍ସମେଣ୍ଟ ବ୍ୟବସ୍ଥା କରିପାରିବ। ଅର୍ଥାତ ହିତାଧିକାରୀ ନମୁନା ପରୀକ୍ଷା କରାଇବା ପରେ ଘରୋଇ ଲାବୋରେଟୋରୀ ସଂସ୍ଥାକୁ ସରକାର ଲୋକଙ୍କ ପାଇଁ ଅର୍ଥ ପଇଠ କରିବେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, କୋଭିଡ-୧୯ ପରୀକ୍ଷା ମାଗଣା ହେବ। କରୋନା ସମ୍ପର୍କିତ ପରୀକ୍ଷା ସରକାରୀ ହେଉ ବା ଘରୋଇ ଉଭୟ କ୍ଷେତ୍ରରେ ମାଗଣା ହେବ। କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ତୁରନ୍ତ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story