Advertisment

ଏସସି, ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଏସସି, ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଯଦି ଜଣେ ବ୍ୟକ୍ତି ଏସସି, ଏସଟି ଶ୍ରେଣୀରେ ହୋଇଥିବ ତାହେଲେ ସେ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଏସସି, ଏସଟି ଆକ୍ଟ ଲାଗୁ ହୋଇପାରିବ ନାହିଁ। ମାମଲାକୁ ଦେଖି ଏହି ଆକ୍ଟ ଲାଗୁ ହେବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏସସି, ଏସଟି ଆକ୍ଟ ମାମଲାର ଅପବ୍ୟବାହର ହେଉଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱର […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମିଳିଲାନି ସ୍ଥଗିତାଦେଶ, ଆସନ୍ତାକାଲି ଓଡ଼ିଶାରେ ଆନ୍ଧ୍ର କରିବ ନିର୍ବାଚନ

SupremeCourt

ନୂଆଦିଲ୍ଲୀ: ଏସସି, ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଯଦି ଜଣେ ବ୍ୟକ୍ତି ଏସସି, ଏସଟି ଶ୍ରେଣୀରେ ହୋଇଥିବ ତାହେଲେ ସେ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କ ନାଁରେ ଏସସି, ଏସଟି ଆକ୍ଟ ଲାଗୁ ହୋଇପାରିବ ନାହିଁ। ମାମଲାକୁ ଦେଖି ଏହି ଆକ୍ଟ ଲାଗୁ ହେବା ଦରକାର ବୋଲି ଦେଶର ସର୍ବୋଚ୍ଚ କୋର୍ଟ କହିଛନ୍ତି।

Advertisment

ଏସସି, ଏସଟି ଆକ୍ଟ ମାମଲାର ଅପବ୍ୟବାହର ହେଉଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ହେମନ୍ତ ଗୁପ୍ତା ଏବଂ ଅଜୟ ରସ୍ତୋଗୀଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, “ଯଦି କୌଣସି ବ୍ୟକ୍ତି ଅପମାନିତ କିମ୍ବା ଭୟଭୀତ ହୋଇଥିବେ ତାହା ଆଇନ ଅନୁଯାୟୀ ଅପରାଧ ହେବ ନାହିଁ”। ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ପୀଡିତା ଯଦି ସମାଜରେ ଅସୁରକ୍ଷିତ, ଅସମ୍ମାନ, ଅପମାନ ଏବଂ ନିର୍ଯାତିତ ହେବେ ସେତେବେଳେ ଏହି ଏସସି, ଏସଟି ଆକ୍ଟ ଲାଗୁ ହେବ।

Advertisment

କୋର୍ଟ ଆହୁରି କହିଛନ୍ତି ଯେ ଏସସି,ଏସଟି ଅଧିନିୟମ ଅନୁଯାୟୀ ମାମଲା ରୁଜୁ ହେବା ପୂର୍ବରୁ ସେ ଜାତି ପାଇଁ ଅପମାନିତ ହେବାର ଉଦ୍ଦେଶ୍ୟ ରହିବା ଦରକାର।  ‘ସର୍ବସାଧାରଣରେ ଯେକୌଣସି ସ୍ଥାନରେ’ ଏସସି ଏସଟି ବର୍ଗର କୌଣସି ଲୋକ ଅପମାନିତ ହେଲେ ଏସସି,ଏସଟି ଆକ୍ଟର ଧାରା (୧) (ଆର) ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇପାରିବ।

ଆଗକୁ ପଢ଼ନ୍ତୁ : ଟ୍ରକ୍‌ ତଳେ ଚାପିଗଲେ ହେଲପର, ଶ୍ରମିକ

Supreme Court