ଆସନ୍ତା ମାସରେ ଦୌଡ଼ିବ ଦିଲ୍ଲୀ-କତ୍ରା 'ବନ୍ଦେ ଭାରତ' ଏକ୍ସପ୍ରେସ

ନୂଆଦିଲ୍ଲୀ: ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ। ଏହା ଦିଲ୍ଲୀରୁ ଜମ୍ମୁ-କଶ୍ମୀରର କତ୍ରା ମଧ୍ୟରେ ଯାତାୟାତ କରିବ। ଏହି ନୂଆ ଏକ୍ସପ୍ରେସ ଦୂରତାକୁ ମାତ୍ର ୮ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ସେହିପରି ଏହା ସପ୍ତାହକୁ ୩ଥର ଯା’ଆସ କରିବ। ବୈଷ୍ଣୋଦେବୀକୁ ଅଧିକାଂଶ ଶ୍ରଦ୍ଧାଳୁ ଯାଉଥିବାରୁ ରେଳ ବିଭାଗ ଏଭଳି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦିଲ୍ଲୀରୁ କତ୍ରା ଯିବାକୁ ୧୨ ଘଣ୍ଟା ସମୟ ଲାଗୁଛି। କିନ୍ତୁ […]

i

i

Hemant Lenka
  • Published: Monday, 15 July 2019
  • Updated: 15 July 2019, 09:21 PM IST

Sports

Latest News

ନୂଆଦିଲ୍ଲୀ: ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ। ଏହା ଦିଲ୍ଲୀରୁ ଜମ୍ମୁ-କଶ୍ମୀରର କତ୍ରା ମଧ୍ୟରେ ଯାତାୟାତ କରିବ। ଏହି ନୂଆ ଏକ୍ସପ୍ରେସ ଦୂରତାକୁ ମାତ୍ର ୮ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ସେହିପରି ଏହା ସପ୍ତାହକୁ ୩ଥର ଯା’ଆସ କରିବ।

ବୈଷ୍ଣୋଦେବୀକୁ ଅଧିକାଂଶ ଶ୍ରଦ୍ଧାଳୁ ଯାଉଥିବାରୁ ରେଳ ବିଭାଗ ଏଭଳି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦିଲ୍ଲୀରୁ କତ୍ରା ଯିବାକୁ ୧୨ ଘଣ୍ଟା ସମୟ ଲାଗୁଛି। କିନ୍ତୁ ବନ୍ଦେ ଭାରତ ଜରିଆରେ ଏହା ୮ ଘଣ୍ଟାକୁ ହ୍ରାସ ପାଇବ।

ଏହାପୂର୍ବରୁ ଫେବୃଆରୀ ୧୫ରେ ଉଦ୍‌ଘାଟିତ ହୋଇଥିବା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଦିଲ୍ଲୀ-ବାରାଣସୀ ମଧ୍ୟରେ ଯିବା ଆସିବା କରୁଥିଲା।

ଏହି ଟ୍ରେନଟି ଦିଲ୍ଲୀରୁ ସକାଳ ୬ଟାରେ ଛାଡ଼ି କତ୍ରାରେ ଦିନ ୨ଟାରେ ପହଞ୍ଚିବ। ପୁନଶ୍ଚ କତ୍ରାରୁ ଏହି ଏକ୍ସପ୍ରେସ ଅପରାହ୍ନ ୩ଟାରେ ଛାଡ଼ିବ ଓ ଦିଲ୍ଲୀରେ ୧୧ଟାରେ ପହଞ୍ଚିବ।

ଏହା ଘଣ୍ଟାପ୍ରତି ୧୩୦ କିମି ବେଗରେ ଗତି କରିବ। କତ୍ରାରେ ପହଞ୍ଚି ପୂର୍ବରୁ ଟ୍ରେନ୍‌ଟି ଅମ୍ବାଲା, ଲୁଧିଆନା ଓ ଜମ୍ମୁ ତାୱି ଠାରେ ୨ ମିନିଟ୍‌ ଲେଖାଏ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story