କରୋନା ପାଇଁ ସେନସେକ୍ସ ଡାଉନ୍

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଛି। ଏହାରି ଭିତରେ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି। ଆଜି ସେନସେକ୍ସ ୧,୪୫୦ ପଏଣ୍ଟ ହ୍ରାସ ପାଇ ୩୭,୦୮୪.୫୭ ପଏଣ୍ଟରେ ଖୋଲିଛି। ସେହିପରି ନିଫ୍ଟି ୪୨୯.୬୫ ପଏଣ୍ଟ ହ୍ରାସ ପାଇ ୧୦୮୩୯.୬୫ ପଏଣ୍ଟରେ ଖୋଲିଛି। ସାରା ବିଶ୍ୱରେ ବ୍ୟବସାୟିକ ସ୍ଥିତି କରୋନା ପାଇଁ ହ୍ରାସ ପାଇଛି। ସେନସେକ୍ସ ଏବଂ ନିଫ୍ଟିର ପଏଣ୍ଟ ଅଧିକ ପରିମାଣରେ ହ୍ରାସ ପାଇ ଆରମ୍ଭ ହୋଇଛି। ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ […]

SHARE MARKET

SHARE MARKET

Subhransu Sekhar
  • Published: Friday, 06 March 2020
  • Updated: 06 March 2020, 11:38 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢ଼ୁଛି। ଏହାରି ଭିତରେ ଷ୍ଟକ ମାର୍କେଟରେ ବ୍ୟବସାୟ ମାନ୍ଦା ପଡ଼ିଛି। ଆଜି ସେନସେକ୍ସ ୧,୪୫୦ ପଏଣ୍ଟ ହ୍ରାସ ପାଇ ୩୭,୦୮୪.୫୭ ପଏଣ୍ଟରେ ଖୋଲିଛି। ସେହିପରି ନିଫ୍ଟି ୪୨୯.୬୫ ପଏଣ୍ଟ ହ୍ରାସ ପାଇ ୧୦୮୩୯.୬୫ ପଏଣ୍ଟରେ ଖୋଲିଛି।

ସାରା ବିଶ୍ୱରେ ବ୍ୟବସାୟିକ ସ୍ଥିତି କରୋନା ପାଇଁ ହ୍ରାସ ପାଇଛି। ସେନସେକ୍ସ ଏବଂ ନିଫ୍ଟିର ପଏଣ୍ଟ ଅଧିକ ପରିମାଣରେ ହ୍ରାସ ପାଇ ଆରମ୍ଭ ହୋଇଛି। ବିଏସଇ ମିଡକ୍ୟାପ୍ ଇଣ୍ଡେକ୍ସ ୧.୮୯ ପ୍ରତିଶତ ହୋଇଥିବା ବେଳେ ଛୋଟ କ୍ୟାପ୍ ଇଣ୍ଡେକ୍ସ ୧.୦୭ ପ୍ରତିଶତ ହ୍ରାସ ହୋଇଛି। ଆଜି ତୈଳ ଏବଂ ଗ୍ୟାସ ଷ୍ଟକର ଦୁର୍ବଳତା ମଧ୍ୟ ଦେଖାଯାଇଛି। ବିଏସଇର ତୈଳ ଏବଂ ଗ୍ୟାସ ସୂଚକାଙ୍କ ୩.୨ ପ୍ରତିଶତ ଦୁର୍ବଳ ହୋଇଛି। ଖାଲି ଭାରତ ନୁହେଁ କରୋନା ପାଇଁ ଆମେରିକାର ଷ୍ଟକ ମାର୍କେଟରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story