ବୁଡ଼ିଗଲା ମୋଟର ଲଞ୍ଚ, ୨୩ ନିଖୋଜ

ଦେବୀପଟନମ୍‌: ଆନ୍ଧ୍ର ପ୍ରଦେଶର ଦେବୀପଟନମ୍‌ଠାରେ ବଡ଼ ଧରଣର ମୋଟର ଲଞ୍ଚ ବୁଡ଼ି ଘଟିଛି। ଏଠାରେ ଗୋଦାବରୀ ନଦୀରେ ୬୧ ଜଣ ପର୍ଯ୍ୟଟନଙ୍କୁ ନେଇ ଯାଉଥିବା ଏକ ମୋଟର ଲଞ୍ଚ ବୁଡ଼ିଯାଇଛି। ଶେଷ ଖବର ସୁଦ୍ଧା ୨୭ ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗି ଯାଇଥିଲେ ମଧ୍ୟ ୨୩ ଜଣଙ୍କ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ଜଣ ମୋଟର ଲଞ୍ଚର ଷ୍ଟାଫ୍‌ ଥିଲେ। ଏମାନଙ୍କ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ପକ୍ଷରୁ ୩୦ […]

boat-'

boat-'

Subrat Kumar Nayak
  • Published: Sunday, 15 September 2019
  • Updated: 15 September 2019, 04:48 PM IST

ଦେବୀପଟନମ୍‌: ଆନ୍ଧ୍ର ପ୍ରଦେଶର ଦେବୀପଟନମ୍‌ଠାରେ ବଡ଼ ଧରଣର ମୋଟର ଲଞ୍ଚ ବୁଡ଼ି ଘଟିଛି। ଏଠାରେ ଗୋଦାବରୀ ନଦୀରେ ୬୧ ଜଣ ପର୍ଯ୍ୟଟନଙ୍କୁ ନେଇ ଯାଉଥିବା ଏକ ମୋଟର ଲଞ୍ଚ ବୁଡ଼ିଯାଇଛି। ଶେଷ ଖବର ସୁଦ୍ଧା ୨୭ ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗି ଯାଇଥିଲେ ମଧ୍ୟ ୨୩ ଜଣଙ୍କ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୧ ଜଣ ମୋଟର ଲଞ୍ଚର ଷ୍ଟାଫ୍‌ ଥିଲେ।

ଏମାନଙ୍କ ଉଦ୍ଧାର ପାଇଁ ଜାତୀୟ ଉଦ୍ଧାରକାରୀ ଦଳ ଏନ୍‌ଡିଆରଏଫ୍‌ ପକ୍ଷରୁ ୩୦ ଜଣ ଲେଖାଏ ସଦସ୍ୟ ଥିବା ୨ଟି ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଏହି ମୋଟର ଲଞ୍ଚ ରାଜମହେନ୍ଦ୍ରୀରୁ ପାତିକୁଣ୍ଡୁଲମ୍‌ ଯାଉଥିବା ସୂଚନା ମିଳିଛି। ଏହି ନଦୀରେ ଜଳସ୍ତରର ମାତ୍ରା ବୃଦ୍ଧି ପାଇଛି ଏବଂ ଆଜି ବୃହତ୍‌ ପରିମାଣର ବନ୍ୟାଜଳ ମାଡ଼ିଆସିଥିବାରୁ ଏହା ବିପଜ୍ଜନକ ସ୍ଥିତିରେ ଥିବା କୁହାଯାଉଛି। ଏହି ଯାତ୍ରୀମାନେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story