ଲକଡାଉନ ଭିତରେ ଅଫିସକୁ ଫେରିଲେ ଏକାଧିକ ମନ୍ତ୍ରୀ ଓ ଅଧିକାରୀ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତାକାଲି ଶେଷ ହେବ। ତେବେ ଏହା ୨ ସପ୍ତାହ ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ଆଜି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ମନ୍ତ୍ରଣାଳୟକୁ ଫେରିଛନ୍ତି। ସେହିପରି ଆଉ କିଛି ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଜାରି ହୋଇଥିବ ଘରେ ରହି କାମ କରିବା ନିୟମକୁ ମଧ୍ୟ ପାଳନ କରୁଛନ୍ତି। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସଂଖ୍ୟାଲଘୁ ବ୍ୟାପାର […]

b

b

Hemant Lenka
  • Published: Monday, 13 April 2020
  • Updated: 13 April 2020, 03:25 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଆସନ୍ତାକାଲି ଶେଷ ହେବ। ତେବେ ଏହା ୨ ସପ୍ତାହ ବଢ଼ିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ଆଜି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ମନ୍ତ୍ରଣାଳୟକୁ ଫେରିଛନ୍ତି।

ସେହିପରି ଆଉ କିଛି ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଜାରି ହୋଇଥିବ ଘରେ ରହି କାମ କରିବା ନିୟମକୁ ମଧ୍ୟ ପାଳନ କରୁଛନ୍ତି। ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀ, ଯୁବ ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନେ ମନ୍ତ୍ରଣାଳୟକୁ ଆସି କାମ କରିଛନ୍ତି।

ଅଫିସ ଆସିଥିଲେ ହେଁ ସମସ୍ତଙ୍କ ମୁହଁରେ ମାସ୍କ ରହିଥିଲା। ସେହିପରି ଅଫିସ ମଧ୍ୟରେ ବି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିଛନ୍ତି। ଅଫିସ ମଧ୍ୟରେ ପ୍ରବେଶ ପୂର୍ବରୁ ସମସ୍ତେ ହାତକୁ ସାନିଟାଇଜ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story