୧୭ ବର୍ଷିୟ ଛାତ୍ରଙ୍କୁ ଯୌନ ଉତ୍ପୀଡନ, ଟିଉସନ୍‌ ଶିକ୍ଷକ ଗିରଫ

ମୁମ୍ବଇ: ୧୭ ବର୍ଷିୟ ଜଣେ ସ୍କୁଲ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦିଆଯିବା ଅଭିଯୋଗରେ ନବି ମୁମ୍ବଇ ପୋଲିସ ଜଣେ ଘରୋଇ ଟିଉଟରଙ୍କୁ ବୁଧବାର ଗିରଫ କରିଛି । ଅଭିଯୋଗକାରି ଛାତ୍ର ଜଣଙ୍କ ଅଭିଯୋଗକ୍ରମେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନବି ମୁମ୍ବଇ ଅଞ୍ଚଳର ଦୀପକ ସଣ୍ଡଗେ ନାମକ ଜଣେ ବ୍ୟକ୍ତି ଟିଉସନ୍ କରୁଥିବା କେତେକ ଛାତ୍ରୀଛାତ୍ରଙ୍କୁ ନେଇ ନିକଟବର୍ତ୍ତି ଏକ ସ୍ଥାନକୁ ପିକନିକ୍ କରିବାକୁ ଯାଇଥିଲେ। ସେଠରେ ଅଭିଯୁକ୍ତ ଶିକ୍ଷକ ଜଣକ ପୀଡିତଙ୍କୁ ଏକାନ୍ତରେ […]

web_photo_gender_abuse_2651

web_photo_gender_abuse_2651

Rakesh Mallick
  • Published: Friday, 27 October 2017
  • Updated: 28 October 2017, 12:24 AM IST

Sports

Latest News

ମୁମ୍ବଇ: ୧୭ ବର୍ଷିୟ ଜଣେ ସ୍କୁଲ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦିଆଯିବା ଅଭିଯୋଗରେ ନବି ମୁମ୍ବଇ ପୋଲିସ ଜଣେ ଘରୋଇ ଟିଉଟରଙ୍କୁ ବୁଧବାର ଗିରଫ କରିଛି । ଅଭିଯୋଗକାରି ଛାତ୍ର ଜଣଙ୍କ ଅଭିଯୋଗକ୍ରମେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ନବି ମୁମ୍ବଇ ଅଞ୍ଚଳର ଦୀପକ ସଣ୍ଡଗେ ନାମକ ଜଣେ ବ୍ୟକ୍ତି ଟିଉସନ୍ କରୁଥିବା କେତେକ ଛାତ୍ରୀଛାତ୍ରଙ୍କୁ ନେଇ ନିକଟବର୍ତ୍ତି ଏକ ସ୍ଥାନକୁ ପିକନିକ୍ କରିବାକୁ ଯାଇଥିଲେ। ସେଠରେ ଅଭିଯୁକ୍ତ ଶିକ୍ଷକ ଜଣକ ପୀଡିତଙ୍କୁ ଏକାନ୍ତରେ ଅସଦାଚରଣ କରିଥିଲେ । ଛାତ୍ର ଜଣକ ଶିକ୍ଷକଙ୍କ ଏଭଳି ଆଚରଣ ଦେଖି କୌଶଳ କ୍ରମେ ସେଠାରୁ ଖସି ଆସି ପୋଲିସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି ବୋଲି ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story