‘ଶାହୀନବାଗ ଆନ୍ଦୋଳନ ବେଳେ ଅପ୍ରୀତିକର ସ୍ଥିତି ପାଇଁ ଦିଲ୍ଲୀ ପୁଲିସ ଦାୟୀ’

ନୂଆଦିଲ୍ଲୀ: ଶାହୀନବାଗରେ ରାସ୍ତା ଖୋଲିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ପରାମର୍ଶଦାତା ଓ୍ୱଜାହତ ହବିବୁଲ୍ଲାହ ନିଜର ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଯେଉଁ ଆନ୍ଦୋଳନ ହେଉଛି ଶାହୀନବାଗରେ ତାହା ଶାନ୍ତିପୂର୍ଣ୍ଣ ରହିଛି। ପୁଲିସ ହିଁ ୫ଟି ରାସ୍ତା ବନ୍ଦ କରିଛି। ଶାହୀନବାଗ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ତିନି ଜଣ ପରାମର୍ଶଦାତା ନିଯୁକ୍ତ କରିଥିଲେ। ସେଥିମଧ୍ୟରୁ ଜଣେ ହବିବୁଲ୍ଲାହ। ଏହି ମାମଲାରେ ସୁପ୍ରିମକୋର୍ଟ ସୋମବାର […]

Wajahat Habibullah

Wajahat Habibullah

Subhransu Sekhar
  • Published: Sunday, 23 February 2020
  • Updated: 23 February 2020, 05:56 PM IST

ନୂଆଦିଲ୍ଲୀ: ଶାହୀନବାଗରେ ରାସ୍ତା ଖୋଲିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ପରାମର୍ଶଦାତା ଓ୍ୱଜାହତ ହବିବୁଲ୍ଲାହ ନିଜର ରିପୋର୍ଟ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଯେଉଁ ଆନ୍ଦୋଳନ ହେଉଛି ଶାହୀନବାଗରେ ତାହା ଶାନ୍ତିପୂର୍ଣ୍ଣ ରହିଛି। ପୁଲିସ ହିଁ ୫ଟି ରାସ୍ତା ବନ୍ଦ କରିଛି।

ଶାହୀନବାଗ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ତିନି ଜଣ ପରାମର୍ଶଦାତା ନିଯୁକ୍ତ କରିଥିଲେ। ସେଥିମଧ୍ୟରୁ ଜଣେ ହବିବୁଲ୍ଲାହ। ଏହି ମାମଲାରେ ସୁପ୍ରିମକୋର୍ଟ ସୋମବାର (୨୪ ତାରିଖ) ଶୁଣାଣି କରିବେ। ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବେ। ହବିବୁଲ୍ଲାହଙ୍କ ବ୍ୟତୀତ ଅନ୍ୟ ଦୁଇ ପରାମର୍ଶଦାତା ହେଲେ ସଞ୍ଜୟ ହେଗଡେ ଏବଂ ସାଧନା ରାମଚନ୍ଦ୍ରନ।

ପରାମର୍ଶଦାତା ମାନେ ଶାହୀନବାଗ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ରାସ୍ତା ଖୋଲା ଯାଇ ପାରିନଥିଲା। ଆନ୍ଦୋଳନକାରୀ ପରାମର୍ଶଦାତାଙ୍କ ଆଗରେ ଅନେକ ସର୍ତ୍ତ ରଖିଥିଲେ।

ଆନ୍ଦୋଳନକୁ ରୋକିବା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରୟାସ କରାଯାଇନାହିଁ। ପୁଲିସ ଅନେକ ସ୍ଥାନରେ ଜାଣିଶୁଣି ରାସ୍ତା ଅବରୋଧ କରିଛି। ଏହାଦ୍ୱାରା ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି।  ଆନ୍ଦୋଳନକାରୀ କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ନୋଏଡା-ଫରିଦାବାଦ ରାସ୍ତା ପ୍ରଥମେ ଖୋଲାଯାଇଥିଲା। ହେଲେ ଏହାକୁ ବିରୋଧ କରିଥିଲା ଶାହୀନବାଗ ଆନ୍ଦୋଳନର ଆଉ ଏକ ପକ୍ଷ। ଫଳରେ ପୁଣିଥରେ ନୋଏଡା-ଫରିଦାବାଦ ରାସ୍ତା ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story