ବିଚାର ବିଭାଗୀୟ ହେପାଜତକୁ ଗଲା ଶାହରୁଖ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ବନ୍ଧୁକ ଦେଖାଇଥିବା ଶାହରୁଖକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ସ୍ଥାନୀୟ କୋର୍ଟ। ଅଧିକ ପଚାର ଉଚରା କରିବା ପାଇଁ ପୁଲିସ ପ୍ରଥମେ ୪ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା। ପରେ ଆଉ ତିନି ଦିନ ନେଇଥିଲା। ମଙ୍ଗଳବାର ଅବଧି ଶେଷ ହେବା ପରେ କୋର୍ଟରେ ଶାହରୁଖ ପଠାନକୁ ହାଜର କରିଥିଲା ପୁଲିସ୍। ଏଯାବତ ଶାହରୁଖ କେଉଁ ସଂଗଠନ ସହ ଲିଙ୍କରେ ରହିଛି ପୁଲିସ ଜାଣିପାରିନଥିବା ସୂଚନା […]

Photos-of-Shahrukh

Photos-of-Shahrukh

Subhransu Sekhar
  • Published: Tuesday, 10 March 2020
  • Updated: 10 March 2020, 10:08 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ବନ୍ଧୁକ ଦେଖାଇଥିବା ଶାହରୁଖକୁ ୧୪ ଦିନିଆ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି ଦିଲ୍ଲୀର ସ୍ଥାନୀୟ କୋର୍ଟ। ଅଧିକ ପଚାର ଉଚରା କରିବା ପାଇଁ ପୁଲିସ ପ୍ରଥମେ ୪ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା। ପରେ ଆଉ ତିନି ଦିନ ନେଇଥିଲା। ମଙ୍ଗଳବାର ଅବଧି ଶେଷ ହେବା ପରେ କୋର୍ଟରେ ଶାହରୁଖ ପଠାନକୁ ହାଜର କରିଥିଲା ପୁଲିସ୍। ଏଯାବତ ଶାହରୁଖ କେଉଁ ସଂଗଠନ ସହ ଲିଙ୍କରେ ରହିଛି ପୁଲିସ ଜାଣିପାରିନଥିବା ସୂଚନା ରହିଛି।

ଫେବୃଆରୀ ୨୪ ଦିଲ୍ଲୀ ହିଂସା ବେଳେ ଶାହରୁଖ ଯେଉଁ ବନ୍ଧୁକ ଦେଖାଇଥିଲା ତାକୁ ଶୁକ୍ରବାର ଦିନ ପୁଲିସ ଜବତ କରିଛି। ହିଂସା ବେଳେ ଶାହରୁଖ ବନ୍ଧୁକ ଦେଖାଇବା ପରେ ଘରେ ରଖି ଦେଇଥିଲା। ଏହାପରେ କାରରେ ଘରଠାରୁ ଦୂରକୁ ପଳାଇଯାଇଥିଲା।

ଗତ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ ହେଡ କନଷ୍ଟେବଳ ଦୀପକ ଦାହିଆଙ୍କ ନିକଟରେ ବନ୍ଧୁକ ଦେଖାଇଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ସେ ଉତ୍ତର ପ୍ରଦେଶ ପଳାଇଥିଲା। ମାର୍ଚ୍ଚ ୩ରେ ଉତ୍ତରପ୍ରଦେଶର ବରେଲିରୁ ଶାହରୁଖକୁ ଗିରଫ କରାଯାଇଥିଲା।

ଦିଲ୍ଲୀ ପୁଲିସ ଗତ ଶୁକ୍ରବାର ଶାହାରୁଖ ଦ୍ୱାରା ବ୍ୟବହୃତ ହୋଇଥିବା ବେଆଇନ ପିସ୍ତଲକୁ ଜବତ କରିଛି। ଆର୍ମସ୍ ଆକ୍ଟର ଧାରା ୧୮୬ ଏବଂ ୩୮୩ ଅନୁଯାୟୀ ଶାହାରୁଖ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ଶାହାରୁଖ କଲେଜରେ ପଢ଼ୁଥିବା ବେଳେ ପାଠ ପଢ଼ା ଛାଡ଼ିଦେଇଥିଲା। ଏହାପରେ ସେ ବଡ଼ି ବିଲ୍ଡିଂ, ମଡେଲିଂ କରୁଥିଲା। ଏଥିସହ ଟିକଟକ ଭିଡିଓ ତିଆରି କରୁଥିଲା। ଦିଲ୍ଲୀ ଘୋଣ୍ଡାରେ ତାଙ୍କର ଏକ ଦୋକାନ ଏବଂ ଏକ ଚୁଡ଼ି କାରଖାନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story