ଶପଥ ନେଲେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ। ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ପ୍ରଧାନ ବିଚାରପତି ପଦବୀରେ ରହିବେ। ୨୩ ଏପ୍ରିଲ୍‌ […]

JUSTICE BOBDE

JUSTICE BOBDE

Subhransu Sekhar
  • Published: Monday, 18 November 2019
  • Updated: 18 November 2019, 10:32 AM IST

Sports

Latest News

ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଜଷ୍ଟିସ ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ।

[caption id="attachment_461645" align="alignnone" width="750"] ପ୍ରଧାନ ବିଚାରପତଚି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ[/caption]

ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ପ୍ରଧାନ ବିଚାରପତି ପଦବୀରେ ରହିବେ। ୨୩ ଏପ୍ରିଲ୍‌ ୨୦୨୧ରେ ସେ ଅବସର ଗ୍ରହଣ କରିବେ। ନିକଟରେ ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଇଥିଲେ। ଏହି ରାୟ ଶୁଣାଇବାରେ ଜଷ୍ଟିସ ବୋବଡେଙ୍କର ମଧ୍ୟ ଭୂମିକା ଥିଲା।

https://twitter.com/ani_digital/status/1196284900988444673

ଗତକାଲି ଅଯୋଧ୍ୟା ମାମଲାର ପୁନର୍ବିଚାର ପାଇଁ ମୁସଲିମ୍ ପକ୍ଷ ଆବେଦନ କରିଛନ୍ତି। ଏଥିସହ ସାବରିମାଳା ବିବାଦର ସମାଧାନ ବାବଦରେ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ବୋବୋଡେ  ଆଗାମୀ ଦିନରେ ରାୟ ଶୁଣାଇବେ।

ଜଷ୍ଟିସ ବୋବଡେ ୧୯୭୮ରେ ବାର୍‌ କାଉନସିଲରେ ଯୋଗଦେଇଥିଲେ। ୨୦୦୦ ମସିହାରେ ସେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ପ୍ରଥମେ ନିଯୁକ୍ତ ହୋଇଥିଲେ। ୨୦୧୨ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୧୨ ଏପ୍ରିଲ ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ। ୨୪ ଏପ୍ରିଲ, ୧୯୫୬ ଜଷ୍ଟିସ୍ ବୋବଡେ ନାଗପୁରରେ ସେ ଜନ୍ମ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story