ପତ୍ନୀଙ୍କ ମୃତ୍ୟୁ ମାମଲା: ଆଗୁଆ ଜାମିନ୍‌ ପାଇଁ କୋର୍ଟ ପହଞ୍ଚିଲେ ସାଂସଦ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଯାଏ ସଂରକ୍ଷିତ ରହିଲା ଶଶି ଥରୁର୍‌ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି। ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଆସନ୍ତାକାଲି ଶଶି ଥରୁରଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ନେଇ ଶଶି ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ମାମଲାର ତଦନ୍ତ କରୁଥିବା ସିବିଆଇ୍ ଶଶିଙ୍କୁ ଅଭିଯୁକ୍ତ ଭାବେ ସମନ୍ କରିଛି। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ଶଶିଙ୍କୁ ଅଭିଯୁକ୍ତ ଆକାରରେ ଦର୍ଶାଇଛନ୍ତି ସିବିଆଇ୍। […]

drr

drr

Rakesh Mallick
  • Published: Wednesday, 04 July 2018
  • Updated: 04 July 2018, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଯାଏ ସଂରକ୍ଷିତ ରହିଲା ଶଶି ଥରୁର୍‌ଙ୍କ ଆଗୁଆ ଜାମିନ୍ ଆବେଦନ ଉପରେ ଶୁଣାଣି। ଦିଲ୍ଲୀ ପତିଆଲା ହାଉସ୍ କୋର୍ଟ ଆସନ୍ତାକାଲି ଶଶି ଥରୁରଙ୍କ ଆବେଦନ ଉପରେ ରାୟ ପ୍ରକାଶ କରିବେ। ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାକୁ ନେଇ ଶଶି ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ମାମଲାର ତଦନ୍ତ କରୁଥିବା ସିବିଆଇ୍ ଶଶିଙ୍କୁ ଅଭିଯୁକ୍ତ ଭାବେ ସମନ୍ କରିଛି। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ଶଶିଙ୍କୁ ଅଭିଯୁକ୍ତ ଆକାରରେ ଦର୍ଶାଇଛନ୍ତି ସିବିଆଇ୍। ଏନେଇ ଅଦାଲତ ୫ ଜୁନରେ କୋର୍ଟରେ ହାଜର ହେବାକୁ ଶଶିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କାର୍ଯ୍ୟ ବ୍ୟସ୍ତତା ଥିବା ହେତୁ ସେ ଜୁଲାଇ ୭ ତାରିଖରେ କୋର୍ଟରେ ହାଜର ହେବା ନେଇ ନିବେଦନ କରିଛନ୍ତି। ତେବେ ତାପୂର୍ବରୁ ମାମଲାରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ଶଶି ଥରୁର୍। ୧୭ ଜୁଲାଇ ୨୦୧୪ରେ ଦିଲ୍ଳୀର ପଞ୍ଚ ତାରକା ହୋଟେଲ ରୁମ୍‌ରେ ସୁନନ୍ଦାଙ୍କ ମୃତଦେହ ମିଳିଥିଲା।Image result for shashi tharoor tension

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story