ନୋଟ୍‌ ଅଚଳକୁ ସମର୍ଥନ କଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ନିଜ ଦଳ ବିରୋଧରେ ସବୁବେଳେ ଯାଉଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା କେନ୍ଦ୍ର ସରକାରଙ୍କର ୫୦୦ ଓ ୧୦୦୦ ଟଙ୍କା ଅଚଳ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏନେଇ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,“କଳାଧନ କାରବାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍‌ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। କଳାଧନ କାରବାର ରୋକିବା ପାଇଁ ଏହା ହେଉଛି ମୋଦିଙ୍କ ସାହାସିକ ଓ ବୁଦ୍ଧିମାନ […]

ShatrughanSinha

ShatrughanSinha

Rakesh Mallick
  • Published: Friday, 18 November 2016
  • Updated: 18 November 2016, 01:37 PM IST

Sports

Latest News

ନୂଆଦିଲ୍ଲୀ: ନିଜ ଦଳ ବିରୋଧରେ ସବୁବେଳେ ଯାଉଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା କେନ୍ଦ୍ର ସରକାରଙ୍କର ୫୦୦ ଓ ୧୦୦୦ ଟଙ୍କା ଅଚଳ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏନେଇ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି,“କଳାଧନ କାରବାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍‌ ସମୟରେ ଠିକ୍ ନିଷ୍ପତ୍ତି ନେଇଛନ୍ତି। କଳାଧନ କାରବାର ରୋକିବା ପାଇଁ ଏହା ହେଉଛି ମୋଦିଙ୍କ ସାହାସିକ ଓ ବୁଦ୍ଧିମାନ ପଦକ୍ଷେପ।”

ଶତ୍ରୁଘ୍ନ ଆହୁରି କହିଛନ୍ତି,“କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଦେଶର ହିତ ପାଇଁ। ୫୦୦ ଓ ୧୦୦୦ ଟଙ୍କା ନୋଟ୍‌ ଅଚଳ ହେବା  ଯୋଗୁଁ ଲୋକମାନଙ୍କୁ ଅସୁବିଧା ହେଉଛି।  କିନ୍ତୁ ପରେ ଏହାର ସୁଫଳ ମିଳିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story