ୟୁପିରେ ଏକ ହେବେ ଦାଦା ପୁତୁରା!

ଲକ୍ଷ୍ନୌ: ନଭେମ୍ୱର ୨୨ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ। ଏହି ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଥିବା ବିବାଦକୁ ଭୁଲି ତାଙ୍କୁ କୋଳେଇ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦାଦା ଶିବପାଲ ଯାଦବ। ଗତ ବିଧାନସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଯେଉଁ ଲଢ଼େଇ ଆରମ୍ଭ ହୋଇଥିଲା ତାହା ମୁଲାୟମଙ୍କ ଜନ୍ମଦିନ ଅବସରରେ ସମାପ୍ତ ହେବ […]

Akhiles-Shivpal

Akhiles-Shivpal

Subhransu Sekhar
  • Published: Tuesday, 19 November 2019
  • Updated: 19 November 2019, 01:46 PM IST

Sports

Latest News

ଲକ୍ଷ୍ନୌ: ନଭେମ୍ୱର ୨୨ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ। ଏହି ଅବସରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଥିବା ବିବାଦକୁ ଭୁଲି ତାଙ୍କୁ କୋଳେଇ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଦାଦା ଶିବପାଲ ଯାଦବ। ଗତ ବିଧାନସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ଯାଦବ ପରିବାରରେ ଦାଦା ଓ ପୁତୁରାଙ୍କ ମଧ୍ୟରେ ଯେଉଁ ଲଢ଼େଇ ଆରମ୍ଭ ହୋଇଥିଲା ତାହା ମୁଲାୟମଙ୍କ ଜନ୍ମଦିନ ଅବସରରେ ସମାପ୍ତ ହେବ ବୋଲି ଜଣାପଡ଼ିଛି। ଗତବର୍ଷ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଢ଼ିଥିଲେ ଶିବପାଲ ଯାଦବ।

ଶିବପାଲ କହିଛନ୍ତି ଯେ ୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଯାଦବ ପରିବାର ଏକ ହେବା ଆବଶ୍ୟକ। ଏଥିସହ ପୁତୁରା ଅଖିଳେଶ ଯାଦବଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବା ପାଇଁ ରାଜି ବୋଲି ଶିବପାଲ ଯାଦବ କହିଛନ୍ତି। ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ସହ ପ୍ରଗତିଶାଳୀ ସମାଜବାଦୀ ମେଣ୍ଟ କରିବାକୁ ଚାହୁଁଛି ବୋଲି ଗଣମାଧ୍ୟମ ଜରିଆରେ ସେ ଅଖିଳେଶଙ୍କୁ ପ୍ରସ୍ତାବ ଦେଇଛନ୍ତି।

୨୦୨୨ରେ ସମାଜବାଦୀ ପାର୍ଟି ଓ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଯଦି ଏକ ହୋଇ ନିର୍ବାଚନ ଲଢ଼ିବେ ତାହେଲେ ସରକାର ଗଢ଼ିବେ ବୋଲି ଶିବପାଲ କହିଛନ୍ତି। ନଭେମ୍ୱର ୨୨ରେ ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ ରହିଛି। ଏହି ଅବସରରେ ସୌଫେଇରେ ଏକ ବଡ଼ ଆୟୋଜନ ହେବ ବୋଲି ସେ କହିଛନ୍ତି। ଘରର ମୁରବି ମୁଲାୟମ ତେଣୁ ତାଙ୍କ ଜନ୍ମଦିନରେ ଘରର ସଦସ୍ୟ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶିବପାଲ ଯାଦବ ଏବେ ସମାଜବାଦୀ ପାର୍ଟିରୁ ବିଧାୟକ ରହିଛନ୍ତି। ପୁତୁରା ତଥା ସମାଜବାଦୀ ପାର୍ଟିର ସଭାପତି ଅଖିଳେଶଙ୍କ ସହ ବିବାଦ ବଢ଼ିବାରୁ ଗତବର୍ଷ ସମାଜବାଦୀ ପାର୍ଟି ଛାଡ଼ି ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଢ଼ି ଥିଲେ ଶିବପାଲ। ଏହାପରେ ସେ ଓ ତାଙ୍କ ଦଳର ନେତା ପ୍ରାର୍ଥୀ ହୋଇ ଲୋକସଭା ନିର୍ବାଚନରେ ଭାଗ ନେଇଥିଲା। ହେଲେ କୌଣସି ଆସନରେ ବିଜୟୀ ହୋଇ ପାରିନଥିଲେ। ଦଳ ବିରୋଧୀ ଆଇନ ଆଣି ସମାଜବାଦୀ ପାର୍ଟି ଶିବପାଲଙ୍କ ବିଧାୟକ ପଦବୀ ରଦ୍ଦ କରିବା ପାଇଁ ଆବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story