ଆସ୍ଥା ଭୋଟ୍‌ରେ ଜିତିଲେ ଶିବରାଜ, ଗୃହକୁ ଆସିଲେନି କଂଗ୍ରେସ ବିଧାୟକ

ଭୋପାଲ: ସୋମବାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ମଧ୍ୟପ୍ରଦେଶ ବିଧାନସଭାର ଆସ୍ଥା ଭୋଟ୍‌ରେ ନିଜର ଦବ୍‌ଦବା ଜାହିର କରିଛନ୍ତି ଶିବରାଜ ସିଂହ ଚୌହାନ। ମ୍ୟାଜିକ୍‌ ନମ୍ବର ହ୍ରାସ ପାଇଥିବାରୁ ବିଜେପି ସହଜରେ ଏହି ଆସ୍ଥା ଭୋଟ୍‌ ଜିତିନେଇଛି। ଶିବରାଜଙ୍କ ବିଜେପି ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିଲା। ତେବେ ତାଙ୍କୁ ବିଜେପିର ୧୦୭ ଜଣ ବିଧାୟକଙ୍କ ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସ୍ୱାଧୀନ ବିଧାୟକମାନେ ମଧ୍ୟ […]

Shivraj

Shivraj

Subrat Kumar Nayak
  • Published: Tuesday, 24 March 2020
  • Updated: 24 March 2020, 01:30 PM IST

Sports

Latest News

ଭୋପାଲ: ସୋମବାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ମଧ୍ୟପ୍ରଦେଶ ବିଧାନସଭାର ଆସ୍ଥା ଭୋଟ୍‌ରେ ନିଜର ଦବ୍‌ଦବା ଜାହିର କରିଛନ୍ତି ଶିବରାଜ ସିଂହ ଚୌହାନ। ମ୍ୟାଜିକ୍‌ ନମ୍ବର ହ୍ରାସ ପାଇଥିବାରୁ ବିଜେପି ସହଜରେ ଏହି ଆସ୍ଥା ଭୋଟ୍‌ ଜିତିନେଇଛି।

ଶିବରାଜଙ୍କ ବିଜେପି ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିଲା। ତେବେ ତାଙ୍କୁ ବିଜେପିର ୧୦୭ ଜଣ ବିଧାୟକଙ୍କ ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସ୍ୱାଧୀନ ବିଧାୟକମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଅର୍ଥାତ ତାଙ୍କ ପାଖରେ ମୋଟ ୧୧୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଟକୀୟ ନିଷ୍ପତ୍ତି ବଳରେ ବିଜେପି ପୁଣି କ୍ଷମତାସୀନ ହୋଇପାରିଛି। କଂଗ୍ରେସରୁ ବିଜେପି ଆସିଥିବା ସିନ୍ଧିଆଙ୍କ ସହ ୨୨ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ମ୍ୟାଜିକ୍‌ ନମ୍ବର ୧୦୪କୁ ଖସିଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story