ସରକାର ଗଢ଼ିବା ପୂର୍ବରୁ ବିଜେପିକୁ ଶିବସେନା ନେତାଙ୍କ ଧମକ

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବା ପାଇଁ ଯାଉଛନ୍ତି। ଏ ନେଇ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। କ୍ଷମତାର ଆସନରେ ବସିବା ପୂର୍ବରୁ ଶିବସେନା ନେତା ଏବେ ବିଜେପିକୁ ଧମକ ଦେଇଛନ୍ତି। ଯଦି ବିଜେପି ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରିବ ତାହେଲେ ମୁଣ୍ଡ ଫଟାଇ ଦେବେ ବୋଲି ଔରାଙ୍ଗାବାଦର ସିଲୋଦ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେପି ତାଙ୍କ ଦଳର କୌଣସି ବିଧାୟକକୁ […]

Shiv-Sena-MLA-threatened

Shiv-Sena-MLA-threatened

Subhransu Sekhar
  • Published: Friday, 22 November 2019
  • Updated: 22 November 2019, 10:35 AM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବା ପାଇଁ ଯାଉଛନ୍ତି। ଏ ନେଇ ସମସ୍ତ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ। କ୍ଷମତାର ଆସନରେ ବସିବା ପୂର୍ବରୁ ଶିବସେନା ନେତା ଏବେ ବିଜେପିକୁ ଧମକ ଦେଇଛନ୍ତି। ଯଦି ବିଜେପି ତାଙ୍କ ଦଳର ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରିବ ତାହେଲେ ମୁଣ୍ଡ ଫଟାଇ ଦେବେ ବୋଲି ଔରାଙ୍ଗାବାଦର ସିଲୋଦ ବିଧାୟକ ଅବଦୁଲ ସତ୍ତାର କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ତାଙ୍କ ଦଳର କୌଣସି ବିଧାୟକକୁ କିଣି ପାରିବ ନାହିଁ। ଯଦି କେହି ବିଜେପି ନେତା କିଣିବା ପାଇଁ ଚେଷ୍ଟା କରିବେ ତାହେଲେ ତାଙ୍କର ମୁଣ୍ଡ ଫଟାଇ ଦିଆଯିବ ବୋଲି ସତ୍ତାର କହିଛନ୍ତି। ମାଡ଼ ଖାଇ ସାରିବା ପରେ ଆହତଙ୍କ ଚିକିତ୍ସା ମଧ୍ୟ କରାଇବେ ବୋଲି ସତ୍ତାର କହିଛନ୍ତି।

ଏହା ପୂର୍ବରୁ ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବୁଧବାର ଟୁଇଟ୍ କରି କହିଥିଲେ, ‘ଆମେ ଖରାପ ରହି ଠିକ୍ ଅଛୁ, ଯେତେବେଳେ ଭଲ ଥିଲେ ସେତେବେଳେ କେଉଁ ମେଡାଲ ମିଳିଥିଲା କି?’

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲା ବିଜେପି। ହେଲେ ଏକାକୀ ସରକାର ଗଢ଼ିପାରିବ ନାହିଁ ବୋଲି ବିଜେପି କହିଥିଲା । ତେଣୁ ବିରୋଧୀ ଆସନରେ ବିଜେପି ବସିବାକୁ ଯାଉଛି। ଅନ୍ୟପଟେ ଶିବସେନା ନେତୃତ୍ୱରେ ଏନସିପି-କଂଗ୍ରେସ ମିଶି ସରକାର ଗଢ଼ିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story