୧୯୮୪ ଦଙ୍ଗା ହେଲା ତ ହେଲା କ’ଣ ହେଇଗଲା ସେଇଠୁ: ପିଟ୍ରୋଡ଼ା

ନୂଆଦିଲ୍ଲୀ: ପୁଣି ସମ୍ବେଦନଶୀଳ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ମୁଖ୍ୟ ତଥା ଗାନ୍ଧି ପରିବାରର ବିଶ୍ୱସ୍ତ ସାମ୍‌ ପିଟ୍ରୋଡ଼ା। ଶହ ଶହ ନିରୀହ ଶିଖ୍‌ ଜୀବନ ନେଇଥିବା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଭୟାବହତା ଏବଂ ଏଥିରେ କଂଗ୍ରେସର ଭୂମିକାକୁ ଭାରତବାସୀ ଏଯାଏ ଭୁଲିପାରୁନଥିବାବେଳେ ଅତି ଦାୟିତ୍ୱହୀନ ଭାବରେ ପିଟ୍ରୋଡ଼ା କହିଛନ୍ତି, “୧୯୮୪ ମେଁ ହୁଆ ତୋ ହୁଆ।” ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣ […]

Pitroda

Pitroda

Subrat Kumar Nayak
  • Published: Thursday, 09 May 2019
  • Updated: 09 May 2019, 10:34 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ସମ୍ବେଦନଶୀଳ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ମୁଖ୍ୟ ତଥା ଗାନ୍ଧି ପରିବାରର ବିଶ୍ୱସ୍ତ ସାମ୍‌ ପିଟ୍ରୋଡ଼ା। ଶହ ଶହ ନିରୀହ ଶିଖ୍‌ ଜୀବନ ନେଇଥିବା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଭୟାବହତା ଏବଂ ଏଥିରେ କଂଗ୍ରେସର ଭୂମିକାକୁ ଭାରତବାସୀ ଏଯାଏ ଭୁଲିପାରୁନଥିବାବେଳେ ଅତି ଦାୟିତ୍ୱହୀନ ଭାବରେ ପିଟ୍ରୋଡ଼ା କହିଛନ୍ତି, “୧୯୮୪ ମେଁ ହୁଆ ତୋ ହୁଆ।” ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଏତେ ସଂଖ୍ୟାରେ ଲୋକଙ୍କ ପ୍ରାଣ ନେଇଥିବା ଏହି ଅମାନୁଷିକ ଦଙ୍ଗାକୁ ନେଇ ପିଟ୍ରୋଡ଼ାଙ୍କ ଏତାଦୃଶ ମନ୍ତବ୍ୟକୁ ନେଇ ଏବେ ବିଭିନ୍ନ ମହଲରୁ ସମାଲୋଚନାର ସୁଅ ଛୁଟିଛି।

ଏହି ଦଙ୍ଗା ପାଇଁ ଏବଂ ଶିଖ୍‌ଙ୍କ ହତ୍ୟାପାଇଁ ସିଧା ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ଇନ୍ଦିରାଙ୍କ ପୁଅ ରାଜୀବ ଗାନ୍ଧିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିବା ନେଇ ବରିଷ୍ଠ ଓକିଲ ଏଚ୍‌ଏସ୍‌ ଫୁଲ୍‌କା ଆଣିଥିବା ଅଭିଯୋଗ ବାବଦରେ ତାଙ୍କୁ ଆଜି ପ୍ରଶ୍ନ କରାଯାଇଥିଲା। ସେ ଏହି ଅଭିଯୋଗକୁ ଖଣ୍ଡନ କରିବା ଅବସରରେ କୌଣସି ସ୍ପଷ୍ଟ ଉତ୍ତର ରଖିବା ବଦଳରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଆଡ଼କୁ ମାଡ଼ିଯାଇଥିଲେ। ପୂର୍ବରୁ ମଧ୍ୟ ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସକୁ ଅଡ଼ୁଆରେ ପକାଇଥିବା ସାମ୍‌ ଏହି ମନ୍ତବ୍ୟ ମଧ୍ୟରେ କହି ପକାଇଥିଲେ କିଛି ବିବାଦୀୟ ଶବ୍ଦ, ‘ହୁଆ ତୋ କ୍ୟା ହୁଆ ?’

ପିଟ୍ରୋଡ଼ା ଗଣମାଧ୍ୟମକୁ କହିଥିଲେ, ଏବେ ୮୪ର କ’ଣ ଅଛି। ଆପଣ ୫ ବର୍ଷରେ କ’ଣ କରିଛନ୍ତି କୁହନ୍ତୁ ତ। ୮୪ରେ ହେଇଥିଲା ତ ହେଇଥିଲା। ଆପଣ କ’ର କଲେ? ଆପଣ ନିଯୁକ୍ତି ସୃଷ୍ଟି କରିବାକୁ ଆସିଥିଲେ, ୨୦୦ ସ୍ମାର୍ଟ ସିଟି କରିବାକୁ ଆସିଥିଲେ, ଆପଣ ତାହା କଲେନି। ଆପଣ କିଛି କଲେନି ସେଥିପାଇଁ ଗପୁଛନ୍ତି।

ଫୁଲ୍‌କା ଅଭିଯୋଗ ଆଣିଥିଲେ, ୧୯୮୪ ମସିହାରେ ଶିଖ୍‌ଙ୍କ ହତ୍ୟା ପାଇଁ ସିଧା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା। ଏନେଇ ପୂରା ପ୍ରମାଣ ମଧ୍ୟ ରେକର୍ଡରେ ରହିଛି। ଶିଖ୍‌ମାନଙ୍କୁ ଯେତେବେଳେ ହତ୍ୟା କରାଯାଉଥିଲା ସେନାକୁ ମଧ୍ୟ ଡକାଯାଇନଥିଲା। ଆମେ ନାନାବଟୀ କମିଶନ୍‌ ଏବଂ ମିଶ୍ର କମିଶନ୍‌ ନିକଟରେ ଏହି ପ୍ରମାଣ ଦେଇସାରିଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story