ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ମୁମ୍ୱାଇ: ନାର୍କୋଟେକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରାଡାରରେ ଆଉ ଜଣେ ବଲିଉଡ୍ ଅଭିନେତ୍ରୀ। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ସାମ୍ନାକୁ ଆସିଛି। ଏନସିବି ଖୁବଶୀଘ୍ର ସମନ କରିପାରେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ, ଫେସନ୍ ଡିଜାଇନର ସିମୋନ୍ ଖୋମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି ବୋଲି ଏନସିବି ସ୍ପଷ୍ଟ କରି ସାରିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ […]

sara1

sara1

Niharika Rout
  • Published: Monday, 21 September 2020
  • Updated: 21 September 2020, 01:35 PM IST

Sports

Latest News

ମୁମ୍ୱାଇ: ନାର୍କୋଟେକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରାଡାରରେ ଆଉ ଜଣେ ବଲିଉଡ୍ ଅଭିନେତ୍ରୀ। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ସାମ୍ନାକୁ ଆସିଛି। ଏନସିବି ଖୁବଶୀଘ୍ର ସମନ କରିପାରେ ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ, ଫେସନ୍ ଡିଜାଇନର ସିମୋନ୍ ଖୋମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି ବୋଲି ଏନସିବି ସ୍ପଷ୍ଟ କରି ସାରିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଏହି ତିନି ତାରକାଙ୍କ ନାମ ଜେରା ବେଳେ କହିଥିବା ଜଣାପଡ଼ିଛି।

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଅଭିନେତ୍ରୀ ମାନେ ଲୋନାଓ୍ୱାଲା ଫାର୍ମ ହାଉସରେ ପାର୍ଟି କରିଥିଲେ। ଏହି ପାର୍ଟିରେ ଡ୍ରଗ୍ସ ମଧ୍ୟ ବ୍ୟବହାର ହୋଇଥିଲା ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story