କର୍ଣ୍ଣାଟକା: କଂଗ୍ରେସ ଡାକିଲା ବିଧାୟକ ଦଳ ବୈଠକ

ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍‌ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଆସନ୍ତାକାଲି ଦଳର ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ବେଙ୍ଗାଲୁରୁ ଠାରେ ଏହି ବୈଠକ ବସିବ। ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆସ୍ଥା […]

t

t

Hemant Lenka
  • Published: Sunday, 14 July 2019
  • Updated: 14 July 2019, 03:35 PM IST

Sports

Latest News

ବେଙ୍ଗାଲୁରୁ: ବିଦ୍ରୋହୀମାନଙ୍କୁ ମନାଇବାରେ ବିଫଳ ହୋଇଥିବା କଂଗ୍ରେସ-ଜେଡିଏସ୍‌ ଯୋଡ଼ି କେମିତି ସରକାରକୁ ବଞ୍ଚାଇବେ, ସେ ଚିନ୍ତାରେ ପଡ଼ିଛନ୍ତି। ଗତକାଲି କିଛିଟା ଆଶା ଦେଇଥିବା କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଆଜି ପୁଣିଥରେ ବିଜେପି କ୍ୟାମ୍ପକୁ ଚାଲି ଯାଇଛନ୍ତି।

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଆସନ୍ତାକାଲି ଦଳର ବିଧାୟକମାନଙ୍କୁ ନେଇ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ବେଙ୍ଗାଲୁରୁ ଠାରେ ଏହି ବୈଠକ ବସିବ।

ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆସ୍ଥା ଭୋଟ କରିବାକୁ ଘୋଷଣା କରିବା ପରଠାରୁ ମେଣ୍ଟ ସରକାରଙ୍କୁ ସମର୍ଥନ କରୁଥିବା ସମସ୍ତ କଂଗ୍ରେସ ବିଧାୟକ ବେଙ୍ଗାଲୁରୁଠାରେ ଥିବା ଏକ ହୋଟେଲରେ ରହିଛନ୍ତି। ସେହି ହୋଟେଲରେ ହିଁ କଂଗ୍ରେସର ବିଧାୟକଦଳ ବୈଠକ ବସିବ।

ଗତକାଲି ବିଧାୟକ ନାଗରାଜ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ବୋଲି କହିବା ସହ ଅନ୍ୟତମ ବିଧାୟକ ସୁଧାକର ରାଓଙ୍କୁ ମଧ୍ୟ ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିବେ ବୋଲି କହିଥିଲେ। ହେଲେ ଆଜି ସକାଳୁ ସେ ୟୁ-ଟର୍ଣ୍ଣ ନେଇଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ନେତା ଡିକେ ଶିବକୁମାର ମୁମ୍ବାଇରୁ ଆଜି ଫେରିଛନ୍ତି। ସେ ବିଧାୟକମାନଙ୍କୁ ମନାଇବାକୁ ସେଠାକୁ ଯାଇଥିଲେ। ହେଲେ ସେଥିରେ ସେ ସଫଳ ହୋଇପାରି ନାହାନ୍ତି। ଶିବକୁମାର କହିଛନ୍ତି, "ଆସ୍ଥା ଭୋଟରେ ଦଳର ବିଧାୟକମାନେ ମେଣ୍ଟ ସରକାରଙ୍କୁ ସମର୍ଥନ କରିବେ। ଯଦି କେହି ଏହାକୁ ଅବମାନନା କରେ, ତାହାର ପରିଣାମ କ’ଣ ହେବ, ସେକଥା ସେମାନେ ଭଲ ଭାବେ ଜାଣିଛନ୍ତି।”

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି କଂଗ୍ରେସ ବିଧାନସଭାରେ ଆସ୍ଥା ଭୋଟ ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story