ସିଦ୍ଧରମେୟା ଓ ୟେଦୁରପ୍ପା ଜିତିଲେ

ବେଙ୍ଗାଲୁରୁ:  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍ ୟେଦୁରପ୍ପା ନିର୍ବାଚନ ଜିତି ଯାଇଛନ୍ତି। ସିଦ୍ଧରମେୟା ବାଦାମୀ ଆସନରୁ ଜିତିଛନ୍ତି। ସେ ବିଜେପି ପ୍ରାର୍ଥୀ ବି. ଶ୍ରୀରାମୁଲୁଙ୍କୁ ପରାସ୍ତ କରିଛନ୍ତି। ସେ ଚାମୁଣ୍ଡେଶ୍ୱରୀ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ସେହି ଆସନର ଫଳାଫଳ ଆସିନାହିଁ। ସେହିପରି ବି.ଏସ୍ ୟେଦୁରପ୍ପା ଶିକାରୀପୁରା ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଜି.ବି ମାଲାତେସ୍‌ଙ୍କୁ ହରାଇଛନ୍ତି। ତେବେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

1111

Rakesh Mallick
  • Published: Tuesday, 15 May 2018
  • , Updated: 15 May 2018, 12:51 PM IST

ବେଙ୍ଗାଲୁରୁ:  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି.ଏସ୍ ୟେଦୁରପ୍ପା ନିର୍ବାଚନ ଜିତି ଯାଇଛନ୍ତି।

ସିଦ୍ଧରମେୟା ବାଦାମୀ ଆସନରୁ ଜିତିଛନ୍ତି। ସେ ବିଜେପି ପ୍ରାର୍ଥୀ ବି. ଶ୍ରୀରାମୁଲୁଙ୍କୁ ପରାସ୍ତ କରିଛନ୍ତି। ସେ ଚାମୁଣ୍ଡେଶ୍ୱରୀ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ତେବେ ସେହି ଆସନର ଫଳାଫଳ ଆସିନାହିଁ। ସେହିପରି ବି.ଏସ୍ ୟେଦୁରପ୍ପା ଶିକାରୀପୁରା ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଜି.ବି ମାଲାତେସ୍‌ଙ୍କୁ ହରାଇଛନ୍ତି।

ତେବେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

Related story