ପଞ୍ଜାବ ମନ୍ତ୍ରିମଣ୍ଡଳରେ ଅଦଳବଦଳ, ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇଲେ ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ସୃଷ୍ଟି କରିବା କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିଭାଗ ଅଦଳ ବଦଳ କରିଛନ୍ତି। ଏହି ଅଦଳ ବଦଳ ସମୟରେ ସିଦ୍ଧୁଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ହଟାଇ ଦିଆଯାଇଛି। ତାଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ବିଭାଗ ପ୍ରତ୍ୟାହାର କରି ନିଆଯାଇଛି। ଏହି ବିଭାଗ ବଦଳରେ ସିଦ୍ଧୁଙ୍କୁ ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଦିଆଯାଇଛି। […]

i

i

Hemant Lenka
  • Published: Thursday, 06 June 2019
  • Updated: 06 June 2019, 09:25 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ବିବାଦ ସୃଷ୍ଟି କରିବା କଂଗ୍ରେସ ନେତା ନଭଜୋତ ସିଂହ ସିଦ୍ଧୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ବିଭାଗ ଅଦଳ ବଦଳ କରିଛନ୍ତି। ଏହି ଅଦଳ ବଦଳ ସମୟରେ ସିଦ୍ଧୁଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ହଟାଇ ଦିଆଯାଇଛି। ତାଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ବିଭାଗ ପ୍ରତ୍ୟାହାର କରି ନିଆଯାଇଛି।

ଏହି ବିଭାଗ ବଦଳରେ ସିଦ୍ଧୁଙ୍କୁ ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗ ଦିଆଯାଇଛି। ସେହିପରି ପୂର୍ବରୁ ସିଦ୍ଧୁଙ୍କ ପାଖରେ ପର୍ଯ୍ୟଟନ୍‌ ଏବଂ ସଂସ୍କୃତି ବିଭାଗ ରହିଥିଲା। ଏବେ ଏହାକୁ ସଂପୂର୍ଣ୍ଣ ଭାବେ ତାଙ୍କ ପାଖରୁ ପ୍ରତ୍ୟାହାର କରି ନିଆଯାଇଛି।

ମେ’୧୯ରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁ କଂଗ୍ରେସକୁ କ୍ଷତି ପହଞ୍ଚାଉଥିବା କହିଥିଲେ। ଏଥିସହ ସହରାଞ୍ଚଳରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ଅମରିନ୍ଦର ସିଧା ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍‌ ଭାବେ ନିଜର କାର୍ଯ୍ୟ ନ କରିବାରୁ କଂଗ୍ରେସକୁ ଏହା ନିର୍ବାଚନ ବେଳେ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।

ଲୋକସଭା ନିର୍ବାଚନ ପରେ ପ୍ରଥମଥର ପଞ୍ଜାବରେ କ୍ଷମତାସୀନ କଂଗ୍ରେସର କ୍ୟାବିନେଟ୍‌ ବୈଠକ ବସିଥିଲା। କିନ୍ତୁ ବ୍ୟାକଫୁଟ୍‌ରେ ଥିବା ସିଦ୍ଧୁ ଆଜି ମୁଖ୍ୟମନ୍ତ୍ରୀ ଡାକିଥିବା କ୍ୟାବିନେଟ୍‌ ବୈଠକକୁ ଯାଇ ନଥିଲେ। ଏହାକୁ ନେଇ ସିଦ୍ଧୁ ଏବେ ଅଧିକ ବିବାଦୀୟ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story