ୟୁପି ନିର୍ବାଚନରେ ଶୀଲା ଦିକ୍ଷିତ ହେଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ୟୁପି: ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି। କଂଗ୍ରେସ ଦଳର ସାଧାରଣ ସଂପାଦକ ଜନାର୍ଦ୍ଦନ ଦ୍ୱିବେଦୀ ଏହା ଘୋଷଣା କରିଛନ୍ତି। ଏଥି ସହିତ ୟୁପି ନିର୍ବାଚନ ପ୍ରସ୍ତୁତି ପାଇଁ ଦାୟିତ୍ୱ ନେଇଥିବା ଦଳର ନେତାମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଗୁଲାମ୍ ନବୀ ଆଜାଦ୍ କହିଛନ୍ତି,“ ଶୀଲା ଅନୁଭବୀ ଏବଂ ପରିଶ୍ରମୀ । ସେ ଦିଲ୍ଲୀରେ ୧୫ବର୍ଷ କରିଥିବା କାମକୁ କେହି ବି […]

Sheila-Dikshit

Sheila-Dikshit

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 09:22 PM IST

Sports

Latest News

ୟୁପି: ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ଦିଲ୍ଲୀର ପୂର୍ବ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛି। କଂଗ୍ରେସ ଦଳର ସାଧାରଣ ସଂପାଦକ ଜନାର୍ଦ୍ଦନ ଦ୍ୱିବେଦୀ ଏହା ଘୋଷଣା କରିଛନ୍ତି।

ଏଥି ସହିତ ୟୁପି ନିର୍ବାଚନ ପ୍ରସ୍ତୁତି ପାଇଁ ଦାୟିତ୍ୱ ନେଇଥିବା ଦଳର ନେତାମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଗୁଲାମ୍ ନବୀ ଆଜାଦ୍ କହିଛନ୍ତି,“ ଶୀଲା ଅନୁଭବୀ ଏବଂ ପରିଶ୍ରମୀ । ସେ ଦିଲ୍ଲୀରେ ୧୫ବର୍ଷ କରିଥିବା କାମକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ।”

ଏହା ସହ ପ୍ରମୋଦ ତିୱାରୀଙ୍କୁ ୟୁପି ସମନ୍ୱୟ କମିଟିର ଅଧ୍ୟକ୍ଷ କରାଯାଇଛି। ସୂଚନା ଯୋଗ୍ୟ ଦିଲ୍ଲୀରେ ୧୫ବର୍ଷ ପର୍ଯ୍ୟନ୍ତ ଶୀଲା ଦିକ୍ଷିତ ଥିଲେ। ସେ ୨୦୧୪ ଦିଲ୍ଲୀ ନିର୍ବାଚନରେ ହାରିବା ପରେ ଦଳ ତାଙ୍କୁ କେରଳର ରାଜ୍ୟପାଳ କରିଥିଲା।

ମୁଖ୍ୟମନ୍ତ୍ରୀ ପଦର ପାର୍ଥୀ ଘୋଷଣା ହେଲା ପରେ ଶିଲା କହିଛନ୍ତି ଯେ,“ସବୁ ନିର୍ବାଚନ ଏକ ଚ୍ୟାଲେଞ୍ଜ ଅଟେ। ଏହି ନିର୍ବାଚନରେ ଆମ ପାଇଁ ଭଲ ପରିଣାମ ଆସିବ। ମୁଁ ଚାହୁଁଛି ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ପ୍ରଚାର କରିନ୍ତୁ। ଏହାର ଲାଭ  ଆମକୁ ମିଳିବ। ମୁଁ ଜାଣିଛି ଯେ ମୋତେ ବହୁତ ବଡ ଦାୟିତ୍ୱ ମିଳିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story