ସିନ୍ଧୁ ଜଳଚୁକ୍ତିରେ କୌଣସି ପ୍ରକାର ପରିବର୍ତ୍ତନ ଗ୍ରହଣ ଯୋଗ୍ୟ ନୁହେଁ: ନୱାଜ

ଇସଲାମାବାଦ୍‌: ସିନ୍ଧୁ ଜଳଚୁକ୍ତିରେ କୌଣସି ପ୍ରକାର ପରିବର୍ତ୍ତନକୁ ପାକିସ୍ତାନ ଗ୍ରହଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ପେଶାଲ ଆସିସିଷ୍ଟାଣ୍ଟ ତାରକ୍‌ ଫାତମୀ ‘ଡନ୍‌’ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବିକାଶ ସ୍ୱରୂପ କହିଛନ୍ତି,“କିସନଗଙ୍ଗା ପ୍ରକଳ୍ପର ଡିଜାଇନକୁ ନେଇ ପାକିସ୍ତାନ ଉଠାଇଥିବା ଆପତ୍ତିର ନିରାକରଣ ଦୁଇ ପକ୍ଷର ବିଶେଷଜ୍ଞଙ୍କ ଦ୍ୱାରା ହୋଇପାରିବ। ସେ ଏହା ମଧ୍ୟ କହିଛନ୍ତି ଭାରତର କହିବାନୁଯାୟୀ ଏ ପ୍ରକାର ବିଚାର ବିମର୍ଶ ପାଇଁ ପର୍ଯ୍ୟାପ୍ତ […]

nawazshraif

nawazshraif

Rakesh Mallick
  • Published: Saturday, 17 December 2016
  • Updated: 04 May 2017, 03:44 PM IST

ଇସଲାମାବାଦ୍‌: ସିନ୍ଧୁ ଜଳଚୁକ୍ତିରେ କୌଣସି ପ୍ରକାର ପରିବର୍ତ୍ତନକୁ ପାକିସ୍ତାନ ଗ୍ରହଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ପେଶାଲ ଆସିସିଷ୍ଟାଣ୍ଟ ତାରକ୍‌ ଫାତମୀ ‘ଡନ୍‌’ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ଏହା କହିଛନ୍ତି।

ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବିକାଶ ସ୍ୱରୂପ କହିଛନ୍ତି,“କିସନଗଙ୍ଗା ପ୍ରକଳ୍ପର ଡିଜାଇନକୁ ନେଇ ପାକିସ୍ତାନ ଉଠାଇଥିବା ଆପତ୍ତିର ନିରାକରଣ ଦୁଇ ପକ୍ଷର ବିଶେଷଜ୍ଞଙ୍କ ଦ୍ୱାରା ହୋଇପାରିବ। ସେ ଏହା ମଧ୍ୟ କହିଛନ୍ତି ଭାରତର କହିବାନୁଯାୟୀ ଏ ପ୍ରକାର ବିଚାର ବିମର୍ଶ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story