ରେଲଓ୍ୱେର ବିକାଶ ପାଇଁ ଘରୋଇ ସଂସ୍ଥା ଯୋଡ଼ି ହେବେ

ନୂଆଦିଲ୍ଲୀ: ସ୍ୱଳ୍ପ ମୂଲ୍ୟରେ ଶୀଘ୍ର ପହଞ୍ଚିବା ପାଇଁ ଦେଶବାସୀଙ୍କ ପସନ୍ଦ ରେଳ ସେବା। ଚଳିତ ଥର ବଜେଟରେ ରେଳ ସେବାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଜୋର ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୨୦୩୦ ମଧ୍ୟରେ ୫୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଆଜି ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ରେଳ ଯାତ୍ରାକୁ ଆଗାମୀ ଦିନରେ ଆହୁରି ଆରାମଦାୟକ କରିବା ପାଇଁ ଘରୋଇ ସଂସ୍ଥାଙ୍କ ସହଯୋଗ ନିଆଯିବ […]

sitaraman on railway

sitaraman on railway

Subhransu Sekhar
  • Published: Friday, 05 July 2019
  • Updated: 05 July 2019, 12:39 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଳ୍ପ ମୂଲ୍ୟରେ ଶୀଘ୍ର ପହଞ୍ଚିବା ପାଇଁ ଦେଶବାସୀଙ୍କ ପସନ୍ଦ ରେଳ ସେବା। ଚଳିତ ଥର ବଜେଟରେ ରେଳ ସେବାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଜୋର ଦେଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ୨୦୩୦ ମଧ୍ୟରେ ୫୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଆଜି ସଂସଦରେ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି।

ରେଳ ଯାତ୍ରାକୁ ଆଗାମୀ ଦିନରେ ଆହୁରି ଆରାମଦାୟକ କରିବା ପାଇଁ ଘରୋଇ ସଂସ୍ଥାଙ୍କ ସହଯୋଗ ନିଆଯିବ ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରତିବର୍ଷ ରେଲଓ୍ୱେରେ ଖର୍ଚ୍ଚ ହେଉଛି ୧.୫ରୁ ୧.୬ ଲକ୍ଷ କୋଟି ଟଙ୍କା। ଏଭଳି ସ୍ଥିତିରେ ରେଲଓ୍ୱେର ବିକାଶ ପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ପୂରଣ ହେବାକୁ ବହୁ ବର୍ଷ ଲାଗିବ। ଏଥିପାଇଁ ସରକାର ଘରୋଇ ସଂସ୍ଥାକୁ ଏହି ସେବାରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିସହ ସାରା ଦେଶରେ ଜାତୀୟ ପରିବହନ କାର୍ଡ ଲାଗୁ ହେବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏହାଦ୍ୱାରା ରୁପେ କାର୍ଡ ସାହାଯ୍ୟରେ ଏକା ସାଙ୍ଗରେ ବସ୍ ଏବଂ ଟ୍ରେନ ପାଇଁ ଟିକେଟ୍ କାଟି ହେବ। ରେଳ ଲାଇନ୍ ହେଉ ଅବା ସଡ଼କ ସବୁଥିରେ ବିକାଶ ହୋଇଛି। ଭାରତମାଳା ଯୋଜନାରେ ରାସ୍ତା ତିଆରି ହେଉଛି। ଏଥିସହ ୩୦୦ କିଲୋମିଟର ଲମ୍ୱା ମେଟ୍ରୋ ଲାଇନ୍ ପାଇଁ ମଞ୍ଜୁରୀ ଦିଆଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story