ହୋଇପାରିଲାନି ଦେବୀ ଦର୍ଶନ; ୬ ତୀର୍ଥ ଯାତ୍ରୀଙ୍କୁ ଚାପିଦେଲା କାର୍‌

ଅହମଦାବାଦ: ଗୁଜରାଟର ଆରାଭାଲୀ ଜିଲ୍ଲାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ତୀର୍ଥ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନେ ସକାଳୁ ସକାଳୁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ।  ଏହି ତୀର୍ଥଯାତ୍ରୀମାନେ ପଞ୍ଚମହଲ ଜିଲ୍ଲାର କାଲୋଲ ତହସିଲର ଥିଲେ ବୋଲି ସୂତ୍ରରୁ ପ୍ରକାଶ। ଆଜି ସକାଳୁ ସକାଳୁ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ […]

accident

accident

Niharika Rout
  • Published: Friday, 02 September 2022
  • Updated: 02 September 2022, 11:35 AM IST

Sports

Latest News

ଅହମଦାବାଦ: ଗୁଜରାଟର ଆରାଭାଲୀ ଜିଲ୍ଲାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ତୀର୍ଥ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି। ତୀର୍ଥଯାତ୍ରୀମାନେ ସକାଳୁ ସକାଳୁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ।  ଏହି ତୀର୍ଥଯାତ୍ରୀମାନେ ପଞ୍ଚମହଲ ଜିଲ୍ଲାର କାଲୋଲ ତହସିଲର ଥିଲେ ବୋଲି ସୂତ୍ରରୁ ପ୍ରକାଶ।

ଆଜି ସକାଳୁ ସକାଳୁ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ ପ୍ରସିଦ୍ଧ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ କାର୍‌ ୬ ଯାତ୍ରୀଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ ୭ ଜଣଙ୍କ ସମେତ କାର୍‌ ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ  ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

ଆସନ୍ତା ୫ ତାରିଖରୁ ଅମ୍ବାଜୀ ମନ୍ଦିର ପରିସରରେ ପ୍ରସିଦ୍ଧ ମେଳାର ଆରମ୍ଭ ହେବ । ଏଥିନିମନ୍ତେ ଏବେଠୁ ଉକ୍ତ ପୀଠକୁ ବହୁ ଭକ୍ତଙ୍କ ସମାଗମ ହେଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story